Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Modi
Delhi
Viral
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur
Crimenews
Karnataka

କଣ୍ଟାବାଞ୍ଜି: ଗୁରୁଣ୍ଡା ଗାଁ ଠାରେ ଅଜଣା ଗାଡି ଧକ୍କାରେ ଜଣେ ମୃତ

Kantabanji, Balangir | Jul 20, 2025
ଅଜଣା ଗାଡି ଧକ୍କାରେ ଜଣେ ମୃତ ।ବଙ୍ଗୋମୁଣ୍ଡା-ଟିଟିଲାଗଡ଼ ରାସ୍ତାର ଗୁରଣ୍ଡା ଗ୍ରାମ ନିକଟରେ ଅଜଣା ଗାଡି ଧକ୍କା ଦେଇ ଫେରାର ।ମୃତକ ଜଣକ ଗୁରୁଣ୍ଡା ଗ୍ରାମର ପ୍ରଶାନ୍ତ କୈବର୍ତ୍ତ ।ରାସ୍ତା ପାର୍ଶ୍ଵରେ ଛିଡା ହୋଇଥିବା ବେଳେ ଦୁର୍ଘଟଣା ଘଟାଇ ଫେରାର ।
କଣ୍ଟାବାଞ୍ଜି: ଗୁରୁଣ୍ଡା ଗାଁ ଠାରେ ଅଜଣା ଗାଡି ଧକ୍କାରେ ଜଣେ ମୃତ - Kantabanji News