Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Modi
Delhi
Viral
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur
Crimenews
Karnataka

କଣ୍ଟାବାଞ୍ଜି: ଶ୍ୟାମଜୀ ରାଇସ ମିଲରେ ଚିମନୀ ଉପରୁ ତଳେ ଖସି ପଡି ଯୁବକ ଗୁରୁତର

Kantabanji, Balangir | Jul 21, 2025
ରାଇସ ମିଲ ଗୁଡିକରେ ସୁରକ୍ଷା ବ୍ୟବସ୍ଥା କୁ ଦୃଷ୍ଟି ଦିଆଯାଉନାହିଁ। କଣ୍ଟାବାଞ୍ଜି ର ଶ୍ୟାମଜୀ ରାଇସମିଲ ରେ ସୁରକ୍ଷା ବ୍ୟବସ୍ଥା ଢିଲା ଯୋଗୁଁ ଜଣେ ଶ୍ରମିକ ଉପରୁ ତଳେ ଖସି ପଡି ଗୁରୁତର ହୋଇଛନ୍ତି। ବିନା ସୁରକ୍ଷା କିଟରେ ଚିମନୀ ଉପରକୁ ଚଢି କାମ କରୁଥିଲେ ପାଟଣାଗଡ଼ ଅଞ୍ଚଳର ଜଣେ ଯୁବକ କୁନା ବାଗ । ଦୀର୍ଘ ମାସ ଏହି ରାଇସ ମିଲରେ କାମ କରୁଥିବା ବେଳେ ଆଜି ଚିମନୀ ଉପରକୁ ଚଢିଥିବା ବେଳେ ତଳେ ଖସି ପଡି ଗୁରୁତର ହୋଇଥିଲେ ।