କଣ୍ଟାବାଞ୍ଜି: ବଙ୍ଗୋମୁଣ୍ଡା ଅଗ୍ରସେନ ଭବନରେ ଚାଲିଥିବା ଶ୍ରୀମଦ ଭାଗବତ ସପ୍ତାହ କଥାମୃତରେ ସାମିଲ ହେଲେ ପୂର୍ବତନ କଣ୍ଟାବାଞ୍ଜି ବିଧାୟକ
ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ଅଧିନସ୍ଥ ବଙ୍ଗୋମୁଣ୍ଡା ଅଗ୍ରସେନ ଭବନ ଠାରେ ଚାଲିଥିବା ଶ୍ରୀମଦ ଭାଗବତ ସପ୍ତାହ କଥାମୃତ ରେ ସାମିଲ ହେଲେ ପୂର୍ବତନ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା