Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Modi
Delhi
Viral
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur
Crimenews
Karnataka

କଣ୍ଟାବାଞ୍ଜି: ଶ୍ରାବଣ ଦ୍ୱିତୀୟ ସୋମବାର ଅବସରରେ ଚଳଚଞ୍ଚଳ ରାଣୀପୁର ଝରିଆଲର ଐତିହାସିକ ଯୋଗିନୀ ପୀଠ

Kantabanji, Balangir | Jul 21, 2025
ଦେଶର ଅନ୍ୟତମ ଐତିହାସିକ ୬୪ ଯୋଗିନୀ ପୀଠ ରାଣୀପୁର ଝରିଆଲ ସୋମେଶ୍ୱର ମହାଦେବ ଙ୍କ ପୀଠ ଶ୍ରାବଣ ମାସ ର ଦ୍ଵିତୀୟ ସୋମବାର ପାଇଁ ଚଳଚଞ୍ଚଳ ହୋଇଉଠିଛି। ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ବ୍ଲକ ର ଉପାନ୍ତ ଇଲାକା ରେ ଥିବା ଐତିହାସିକ ଯୋଗିନୀ ପୀଠ ରାଣୀପୁର ଝରିଆଲ ରେ ମହାଦେବ ଙ୍କ ଦର୍ଶନ ଏବଂ ଜଲଲାଗୀ କରିବା ବହୁ ଜନ୍ମର ପୂଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି।