Public App Logo
Jansamasya
���ादसा
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
Rajasthan
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
Crimenews
Cbi
Mathura
Fatehpur
Jodhpur
Amitshah
Uppolice
Punjab

କଣ୍ଟାବାଞ୍ଜି: ରାଣୀସିଲେଟ ଗାଁରେ ହାତୀ ଙ୍କ ଉତ୍ପାତ - ଆରମ୍ଭ ରୁ ଧାନଚାଷ କୁ ନଷ୍ଟ କଲା ହାତୀପଲ,ଚିନ୍ତାରେ ଚାଷୀ

Kantabanji, Balangir | Jul 19, 2025
ଧାନ ଫସଲ କୁ ଉଜାଡି ଦେଇଛି ହାତୀପଲ । ବଲାଙ୍ଗୀର ଜିଲ୍ଲା ମୁରିବାହାଲ ରେଞ୍ଜ ଗୁଡିଘାଟ ପଞ୍ଚାୟତର ରାଣୀସିଲେଟ ଗାଁରେ ଏକର ଏକର ସ୍ଥାନ ରେ ଧାନ ଚାଷ ରୁଆ ବେଉଷଣ କରାଯାଇଥିବା ଧାନ କୁ ନଷ୍ଟ କରିଥିବା ଦେଖିବାକୁ ମିଳିଛି ।ହାତୀ ଉପଦ୍ରଵ ଯୋଗୁଁ ଚାଷୀଙ୍କ ଫସଲ ନଷ୍ଟ ହୋଇଥିବା ବେଳେ ଧାର କରଜ କରି ଚାଷ କରିଥିବା ଚାଷୀ ମାନେ ଚିନ୍ତାରେ ପଡିଯାଇଛନ୍ତି ।
କଣ୍ଟାବାଞ୍ଜି: ରାଣୀସିଲେଟ ଗାଁରେ ହାତୀ ଙ୍କ ଉତ୍ପାତ - ଆରମ୍ଭ ରୁ ଧାନଚାଷ କୁ ନଷ୍ଟ କଲା ହାତୀପଲ,ଚିନ୍ତାରେ ଚାଷୀ - Kantabanji News