Public App Logo
Jansamasya
Fishtech
���ादसा
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
Rajasthan
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
Crimenews
Cbi
Mathura
���ायल
Fatehpur
Jodhpur
Amitshah

କଣ୍ଟାବାଞ୍ଜି: ରାଣୀପୁର ଝରିଆଲ ଐତିହାସିକ ଯୋଗିନୀ ପୀଠ ଠାରେ ବିଜୁ ଜନତା ଦଳ ର ବୈଠକ ଅନୁଷ୍ଠିତ

Kantabanji, Balangir | Jul 19, 2025
ବଙ୍ଗୋମୁଣ୍ଡା ବ୍ଲକ ର ଝରିଆଲ ଠାରେ ବଙ୍ଗୋମୁଣ୍ଡା ବ୍ଲକ ବିଜୁ ଜନତା ଦଳ ର ସକ୍ରିୟ କାର୍ଯ୍ୟକର୍ତା ଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ଏଥିରେ କଣ୍ଟାବାଞ୍ଜି ପୂର୍ବତନ ବିଧାୟକ ଆୟୁବ ଖାଁ ଯୋଗଦେଇ ବାଲେଶ୍ୱର ଫକୀର ମୋହନ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ ବିଶି ଙ୍କ ଘଟଣା ଓ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟୟ ହୋଇପଡ଼ିଥବାରୁ ଏହାର ନିନ୍ଦା କରିବା ସହ ଆଗାମୀ ଦିନ ରେ ବ୍ଲକ ସ୍ତରରେ ଏହାର ଦୃଢ଼ ପ୍ରତିବାଦ କରିବା ପାଇଁ ନିଷ୍ପତି ନିଆଗଲା l ଏହି ଅବସରରେ ବହୁ ବିଜେଡି କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ l