Public App Logo
Jansamasya
���ादसा
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
Rajasthan
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
Crimenews
Cbi
Mathura
Fatehpur
Jodhpur
Amitshah
Uppolice
Punjab

କଣ୍ଟାବାଞ୍ଜି: ବାନ୍ଧନପାଲି ଗାଁରେ ଅଘଟଣ- ଲଗାଣ ବର୍ଷା ରେ କାନ୍ଥ ପଡି ଗର୍ଭବତୀ ମହିଳା ଗୁରୁତର

Kantabanji, Balangir | Jul 20, 2025
ଲଗାଣ ବର୍ଷା ରେ କାନ୍ଥ ପଡି ଗର୍ଭବତୀ ମହିଳା ଗୁରୁତର ।ତୁରେକେଲା ବ୍ଲକ ବାନ୍ଧନପାଲି ଗାଁରେ ଘଟିଛି ଘଟଣା ।ଗୁରୁତର ଗର୍ଭବତୀ ମହିଳା ଜଣକ ହେଲେ ଗାଁର ସୁଶୀଲା ବନଛୋର ।ଘରେ ରୋଷେଇ କରୁଥିବା ବେଳେ ଏହି ଘଟଣା ଘଟିଛି ।ପରିବାର ଲୋକେ ଉଦ୍ଧାର କରି କଣ୍ଟାବାଞ୍ଜି ଡାକ୍ତରଖାନା ରେ ଭର୍ତ୍ତି କରିଛନ୍ତି।
କଣ୍ଟାବାଞ୍ଜି: ବାନ୍ଧନପାଲି ଗାଁରେ ଅଘଟଣ- ଲଗାଣ ବର୍ଷା ରେ କାନ୍ଥ ପଡି ଗର୍ଭବତୀ ମହିଳା ଗୁରୁତର - Kantabanji News