Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Modi
Delhi
Viral
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur
Crimenews
Karnataka

କଣ୍ଟାବାଞ୍ଜି: ମୁରିବାହାଲ ରେଳ ଷ୍ଟେସନରୁ ପୁଣି ଗଞ୍ଜେଇ ଜବତ, ଜଣେ ଗିରଫ

Kantabanji, Balangir | Jul 18, 2025
ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଳଷ୍ଟେସନ ପରିସରରୁ ପୁଣି ଗଞ୍ଜେଇ ଜବତ ହୋଇଛି। ଟ୍ରେନରେ ରାୟପୁରକୁ ଚୋରା ଚାଲାଣ ହେବାକୁ ଥିବା ସାଢ଼େ ୩ କେଜି ଗଞ୍ଜେଇ କୁ ବଙ୍ଗୋମୁଣ୍ଡା ଅବକାରୀ ବିଭାଗ ପକ୍ଷରୁ ଚଢାଉ କରି ଜବତ କରାଯାଇଛି। ଏହି ଗଞ୍ଜେଇ ଚୋରା ଚାଲାଣରେ ସଂପୃକ୍ତ ମଧ୍ୟପ୍ରଦେଶ ରାଜ୍ୟର ପ୍ୟାରେ ମିଆଁ ଖାଁ ନାମକ ଜଣେ ବ୍ୟକ୍ତିଙ୍କୁ ଅବକାରୀ ବିଭାଗ ଗିରଫ କରିଥିବା ସୂଚନା ମିଳିଛି।