Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Modi
Delhi
Viral
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur
Crimenews
Karnataka

କଣ୍ଟାବାଞ୍ଜି: ବୋରୋବାହାଲରେ ବ୍ଲକ ନାରୀ ସଂଗଠନର ବୈଠକ ଅନୁଷ୍ଠିତ, ବୃଦ୍ଧାଙ୍କୁ ଭତ୍ତା ନ ମିଳିଲେ ଆନ୍ଦୋଳନ ଚେତାବନୀ

Kantabanji, Balangir | Jul 18, 2025
ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧରାବନ୍ଦ୍ ପଞ୍ଚାୟତ ବୋରୋବାହାଲ ବୃଦ୍ଧ ମାଆ ମାନଙ୍କୁ ଭତ୍ତା ମିଲୁ ନାହିଁ ନାରୀସଙ୍ଗଠନ ତଦନ୍ତ କରିବାରୁ ଜଣା ପଡ଼ିଲା ବହୁତ୍ ଦୁଃଖ ସହିତ ଜଣାଯାଛି ଏମାନଙ୍କୁ ସାହାଯ୍ୟ କରିବୁ ଏବଂ ଏମାନଙ୍କୁ ଭତା ନ ମିଲୀ ଲେ ଆମେ ବ୍ଲକ ଘେରାଉ କରିବୁ ବୋଲି ଚେତାବନୀ ଦେଇଛନ୍ତି ।