ପୁରୀ: ପୁରୀ ବାଲିପଡ଼ାରେ ମା ବସନ୍ତେଇ ମନ୍ଦିର ପ୍ରତିଷ୍ଠା ଉତ୍ସବ, ଯୋଗ ଦେଲେ ପୂର୍ବତନ ବିଧାୟକ
Puri, Puri | Nov 7, 2026
ପୁରୀ ସଦର ବ୍ଲକ ବାଲିପଡ଼ା ଗ୍ରାମରେ ମା ବସନ୍ତେଇଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଛି। ଏଥିରେ ଯୋଗ ଦେଇ ଭାରତୀୟ ଜନତା ପାର୍ଟିର ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ପୂଜାର୍ଚ୍ଚନା କରିବା ସହ ଅଞ୍ଚଳବାସୀଙ୍କ ସହ ଆଲୋଚନା କରିଛନ୍ତି।