Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ବୌଦ୍ଧ ସଦର: କୁସଙ୍ଗ ଜଙ୍ଗଲରେ ବେଆନ ମଦ ତିଆରି ଚାଲୁଥିବା ସମୟରେ ପହଁଚିଲା ଅବକାରୀ ପୋଲିସ ବିପୁଲ ମଦ ପୋଚ ଜବତକରୀ ନଷ୍ଟ

ଆଜି ସନ୍ଧ୍ୟା ୭ଟା ସମୟରେ ଜିଲ୍ଲା ଅବକାରୀ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ l ଲୁସଙ୍ଗ ଜଙ୍ଗଲରେ ବେଆନ ଭାବରେ ମହୁଲି ମଦ ରନ୍ଧା ଯାଉଥିବା ନେଇ l ଆଜି ସକାଳ ପାଖାପାଖି ୧୦ଟା ସମୟରେ ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାର୍ଡର ଇନସ୍ପେକଟର ସୁଧୀର କୁମାର ମିଶ୍ରଙ୍କ ନେତୃତ୍ୱରେ ଏକ ଟିମ ଜଙ୍ଗଲରେ ଚଢ଼ାଉ କରି, ୩୦ଲିଟର ରନ୍ଧା ମହୁଲି ମଦ ସହିତ ୩୫୦କେଜି ମହୁଲ ପୋଚ ଜବତ କରି ଘଟଣା ସ୍ଥଳରେ ନଷ୍ଟ କରିଛନ୍ତି l ଏନେଇ ୨୧୨/୨୫-୨୬ରେ ମାମଲା ରୁଜୁ କରା ଯାଇଛି
ବୌଦ୍ଧ ସଦର: କୁସଙ୍ଗ ଜଙ୍ଗଲରେ ବେଆନ ମଦ ତିଆରି ଚାଲୁଥିବା ସମୟରେ ପହଁଚିଲା ଅବକାରୀ ପୋଲିସ ବିପୁଲ ମଦ ପୋଚ ଜବତକରୀ ନଷ୍ଟ - Baudh Sadar News