ଜାତୀୟ ରାଜପଥ ୨୬ରେ ବାଇ ପାସ୍ ନିର୍ମାଣ ଦାବିରେ ଜୁନାଗଡ଼ରେ ଚାଲିଥିବା ଗଣ ଧାରଣା ଆଜି ନବମ ଦିନରେ ପହଞ୍ଚିଛି। ଏହି ଆନ୍ଦୋଳନକୁ ଜୁନାଗଡ଼ ବାର ଆସୋସିଏସନ ସମର୍ଥନ କରିଛି।