ସମ୍ବଲପୁର ମ୍ୟୁନିସିପାଲଟି: ବଡବଜାର କୁଷ୍ଟାପଡା ଅଞ୍ଚଳରେ ଚାଲୁଥିବା ଶ୍ରୀ ଲଙ୍ଗୁର ବାବା ମହୋତ୍ସବ ରେ ଯୋଗ ଦେଲେ ବିଧାୟକ
ସ୍ଥାନୀୟ ବଡବଜାର କୁଷ୍ଟାପଡା ଅଞ୍ଚଳରେ ଚାଲୁଥିବା ଶ୍ରୀ ଲଙ୍ଗୁର ବାବା ମହୋତ୍ସବ ରେ ଯୋଗ ଦେଇଥିଲେ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ଜୟନାରାୟଣ ମିଶ୍ର । ଏହି ଅବସର ରେ ଅଞ୍ଚଳ ବାସିନ୍ଦାଙ୍କ ସହ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ଆଲୋଚନା ହକରିଥିଲେ lମନ୍ଦିର ଏବଂ ସଭାଗୃହ କୁ ନେଇ ଆବଶ୍ୟକ ଅନୁଦାନ ଦେବା ସହ ଏ ଦିଗରେ ଯଥାଶୀଘ୍ର ପାଣ୍ଠି ପ୍ରଦାନ ପାଇଁ ପ୍ରତିଶୁତି ଦେଇଥିଲେ l