ଫେବୃଆରୀ ୨୧ ତାରିଖ ଅପରାହ୍ନ, ୫ଟା ୩୦ମିନିଟରୁ ୬ଟା ୩୦ମିନିଟ ପର୍ଯ୍ୟନ୍ତ ବିଶ୍ରା ଛକଠାରେ ରାଉରକେଲା ପରିବର୍ତ୍ତେ ଭୁବନେଶ୍ୱରରେ ESIC ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାରଙ୍କ ପଦକ୍ଷେପକୁ ବିରୋଧ କରି ହିନ୍ଦ ମଜଦୁର ସଭାର ରାଜ୍ୟ ସମ୍ପାଦକ ଦିଗମ୍ବର ମହାନ୍ତି ବକ୍ତବ୍ୟରେ କହିଲେ, କଟକ ଓ ଭୁବନେଶ୍ୱରରେ ୧୪ରୁ ଊର୍ଧ୍ୱ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ESIC ସହିତ ସଂଯୋଗ ଥିବା ବେଳେ, ପୁନଶ୍ଚ ESIC ସୁପର ହସ୍ପିଟାଲକୁ କାହିଁକି ରାଉରକେଲା ପରିବର୍ତ୍ତେ ଭୁବନେଶ୍ୱରରେ କରିବାକୁ ଚାହୁଁଛନ୍ତି?? ଏଥିପାଇଁ ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ର ଆଦିବାସୀ କଲ୍ୟାଣ ବ୍ୟାପାର ମନ୍ତ୍ର