ରାୟଗଡା: ରାୟଗଡ଼ାରେ ପୁଲିସର କଡ଼ା ଯାଞ୍ଚ: ସଡ଼କ ସୁରକ୍ଷା ଓ ଆଇନଶୃଙ୍ଖଳା ଉପରେ ଗୁରୁତ୍ୱ
ରାୟଗଡ଼ାରେ ସଡ଼କ ସୁରକ୍ଷା, ଅପରାଧ ନିୟନ୍ତ୍ରଣ ଓ ଆଇନଶୃଙ୍ଖଳା ବଜାୟ ରଖିବା ପାଇଁ ରାୟଗଡ଼ା ପୁଲିସ ପକ୍ଷରୁ କଡ଼ା ଯାଞ୍ଚ ଜାରି ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ସ୍ଥାନରେ ପୁଲିସ ପକ୍ଷରୁ ଯାଞ୍ଚ କରାଯାଇଛି।