ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡିରେ ଦୁର୍ଗା ବାହିନୀର ନଗର ପରିକ୍ରମା
ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରରେ ବିଶ୍ୱ ହିନ୍ଦୁ ପରିଷଦର ଦୁର୍ଗା ବାହିନୀ ପକ୍ଷରୁ ନଗର ପରିକ୍ରମା ଅନୁଷ୍ଠିତ। ହିନ୍ଦୁ ସଂସ୍କୃତିର ପ୍ରଚାର ଓ ମହିଳାଙ୍କ ମଧ୍ୟରେ ସାମାଜିକ ଜାଗରଣ ସୃଷ୍ଟି କରିବା ଲକ୍ଷ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଲା ଉତ୍ସାହପୂର୍ଣ୍ଣ ପରିବେଶ।