ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ବଜାର ରୋଡରେ ମା’ ନୀଳମଣି ଦୁର୍ଗାଙ୍କ ଦିବ୍ୟ ସନ୍ଧ୍ୟା ଆଳତି
ପାରଳାଖେମୁଣ୍ଡି ବଜାର ରୋଡରେ ମା’ ନୀଳମଣି ଦୁର୍ଗାଙ୍କର ଦିବ୍ୟ ସନ୍ଧ୍ୟା ଆଳତି ଅନୁଷ୍ଠିତ ହୋଇଯାଇଛି। ଏହି ଦିବ୍ୟ ଆଳତି ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି। ଭକ୍ତିମୟ ପରିବେଶରେ ପୂଜା ଅର୍ଚ୍ଚନା କରାଯାଇଛି।