ଭିନ୍ନକ୍ଷମ ଦିବ୍ୟାଙ୍ଗ ର ଦରଦୀ ହୃଦୟ ଭରା ଜୀବନର ଅବ୍ୟକ୍ତ କାହାଣୀ ଜୀବନ ଥାଏ ଯାଏଁ ପାତିଵି ନାହିଁ ହାତ ମଣିଷ ପରି ଦିନେ ମଣିଷ ହେବିତ... ରାଉରକେଲା ଡ଼ି ଏ ଭି ଛକ ସ୍ଥିତ ଡ଼ଙ୍ଗା ଛକ ଠାରେ ବସ୍ ଟିକେଟ କାଉଣ୍ଟର କରି ନିଜ ଗୁଜୁରାଣ ମେଟାଉଥିବା ବ୍ୟକ୍ତି.....ଗଣମାଧ୍ୟ୍ୟମର ମୁଖ୍ୟ ଭୂମିକା ପାଇଁ ସେ ଏ ଟିକେଟ କାଉଣ୍ଟର କରିଛନ୍ତି
Raurkela M, Sundargarh | Jun 28, 2026