ରାଇରଙ୍ଗପୁୁର: ବାଦାମପାହାଡ଼ ଦୁର୍ଗାପୂଜା ମଣ୍ଡପ ପରିଦର୍ଶନ କଲେ ସାଂସଦ ନବ ଚରଣ ମାଝି
ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ରେ ପବିତ୍ର ଶାରଦୀୟ ଦୁର୍ଗାପୂଜା ଅବସରରେ ବନଦୁର୍ଗା ମନ୍ଦିର ଓ ବିଭିନ୍ନ ପୂଜା ମଣ୍ଡପ ବୁଲିଲେ ସାଂସଦ ନବ ଚରଣ ମାଝି । ମାଆଙ୍କ ଆଶୀର୍ବାଦ ନେବା ସହ ସମସ୍ତଙ୍କ ମଙ୍ଗଳ ପାଇଁ ପ୍ରାର୍ଥନା କଲେ ସାଂସଦ ।