ନୂଆପଡା: କୁରୁମପୁରୀ ଠାରେ ଅସହାୟ ବ୍ୟକ୍ତିଙ୍କର ଅନ୍ତିମ ସଂସ୍କାର କଲା Students Raktadata Mahasangha
ନୂଆପଡ଼ା ଜିଲ୍ଲାର କୋମନା ବ୍ଲକର କୁରୁମପୁରୀ ଗାଁରେ ଅସହାୟ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର Students Raktadata Mahasangha ପକ୍ଷରୁ ସମ୍ମାନ ଓ ମର୍ଯ୍ୟାଦା ସହିତ କରାଯାଇଛି। ସଂଗଠନ ପରଲୋକଗତ ଆତ୍ମାଙ୍କ ପାଇଁ ପ୍ରାର୍ଥନା କରିଛି।