#ଘର_ପାଖରେ_ଥିବା_ମୁଢି_ଭଜା_ମେସିନକୁ_ବିରୋଧ_କରିବାରୁ_ମହିଳାଙ୍କୁ_ଆକ୍ରମଣ
#ନ୍ୟାୟ_ପାଇଁ_ଥାନାରେ_ଦ୍ୱାରସ୍ଥ_ହେଲେ_ମହିଳା_ପୋଲିସର_ତଦନ୍ତ_ଜାରି
ର୍ଘ ୮ ବର୍ଷ ହେବ ଏକ ମୁଢି ଭଜା ମେସିନ ବସାଇ ମୁଢି ଭାଜି ଆସୁଛନ୍ତି ତେବେ ଏଥିରେ ଜାଳେଣି ପାଇଁ ବ୍ୟବହାର କରାଯାଉଥିବା କାଜୁ ବାଦାମ ଚୋପା ଗନ୍ଧରେ ତପନ ପରିବାର ସଦସ୍ୟମାନେ ଅତିଷ୍ଠ ହୋଇ ପଡିଲେଣି, ଏଥିରେ ବାହାରୁଥିବା କଳା ଧୂଆଁ ଯୋଗୁଁ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେଉଛି, ଧୂଆଁ ଗୁଣ୍ଡ ଆସି ଘର ଭିତରେ ପଶୁଛି ଏପରିକି ଖାଦ୍ୟରେ ମିଶୁଛି ଯାହା ଫଳରେ ପରିବାରର ଛୋଟ ଛୋଟ ପିଲା ବୁଢ଼ା ବାପା ମା ବିଭିନ୍ନ ପ୍ରକାର ରୋଗରେ ପଡୁଛନ୍ତି। ସବୁଠାରୁ ବଡ଼ କଥା ହେଲା ପ୍ରଶାନ୍ତ କାମିଳା ପ୍ରତେକ ଦିନ ବିଳମ୍ବିତ ରାତିରୁ ମୁଢି ଭଜା କାମ କରୁଥିବାରୁ ଜେନେରେଟର ଶବ୍ଦ ଓ ଧୂଆଁ ଯୋଗୁଁ ପରିବାର ଲୋକ ଶୋଇ ପାରୁନାହାନ୍ତି। ଏନେଇ ତପନର ପରିବାର ପକ୍ଷରୁ ବାରମ୍ବାର ପ୍ରଶାନ୍ତଙ୍କୁ ଜଣାଇ ଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରି ନାହିଁ, ତେବେ ଗତ ଶନିବାର ଦିନ ପାଖାପାଖି ୯ଟା ସମୟରେ ତପନର ସ୍ତ୍ରୀ ଦୀପ୍ତିମୟୀ ଏହାକୁ ବିରୋଧ କରିବାରୁ ପ୍ରଶାନ୍ତ ଦୀପ୍ତିମୟୀକୁ ବିଭନ୍ନ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଆକ୍ରମଣ କରି ଥିଲେ , ଏହି ଆକ୍ରମଣରେ ଦିପ୍ତିମୟୀ ତଳେ ପଡି ଯାଇଥିଲେ ଏହାର ସୁଯୋଗ ନେଇ ପ୍ରଶାନ୍ତ ତାଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଟଣା ଅଟରା କରିଥିଲେ ପ୍ରଶାନ୍ତଙ୍କ ସ୍ତ୍ରୀ ପ୍ରଭାତି ଦୀପ୍ତିମୟିଙ୍କୁ ମାଡି ବସିବା ସହ ତାକୁ ଜୀବନରୁ ମାରିଦେବାକୁ ସ୍ୱାମୀକୁ କହୁଥିଲେ, ପ୍ରଶାନ୍ତ ଘରେ ଥିବା ଏକ ତେଲେଙ୍ଗା କଟୁରୀ ଆଣି ଦିପ୍ତିମୟୀ ଉପରକୁ ଆକ୍ରମଣ କରୁଥିଲା ବେଳେ ସ୍ୱାମୀ ତପନ ଦିପ୍ତିମୟୀକୁ ଟାଣି ଆଣିଥିଲେ ଫଳରେ ଦିପ୍ତିମୟୀ ବଞ୍ଚି ଯାଇଥିଲେ।
#crimenews #charchatv #BreakingNews #LatestNews #NewsUpdate #police
#nvestigation