#ଖଲ୍ଲିକୋଟ_ବ୍ଳକ_ସମିତି_ବୈଠକ_କଥା_କଟା_କଟି_ଯୁକ୍ତି_ତର୍କ_ଭିତରେ_ସମାପ୍ତ_ହୋଇଥିଲା
ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଅଞ୍ଚଳର ବିଭିନ୍ନ ବିକାଶମୂଳକ ପ୍ରସଙ୍ଗ ଉପରେ ଆଲୋଚନା । ହେଲେ ଏହି ବୈଠକରେ ପ୍ରତିନିଧିଙ୍କ ବସିବାକୁ ନେଇ ଆରମ୍ଭ ହୋଇଥିବା ବିବାଦ ହିଁ ଚର୍ଚ୍ଚାର କେନ୍ଦ୍ର ପାଲଟିଥିଲା । ସେପଟେ ବିଭନ୍ନ ଉନ୍ନୟନ ମୂଳକ କାମକୁ ନେଇ ମଧ୍ୟ ସମିତି ସଭ୍ୟ ଓ ସରପଞ୍ଚ ମାନେ ପାଟିତୁଣ୍ଡ କରିଥିଲେ । ତେବେ ଏହି ଘଟଣା ପରେ ଖଲ୍ଲିକୋଟର ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।
#baithaka #meeting #argument #PoliticalNews #BreakingNews #viralnews #NewsUpdate #charchatv
Bhubaneswar M Corp, Khordha | Sep 20, 2026