Public App Logo
Jansamasya
News
Bjp
National
Bihar
India
कांग्रेस
भाजपा
Congress
Modi
Delhi
Viral
Crime
Jharkhand
Up
Bollywood
दिल्ली
Breakingnews
Narendramodi
Nitishkumar
Madhya_pradesh
सोशल_मीडिया
Nsui
Pmmodi
Rahulgandhi
Actor
Haryana
Uttarpradesh
Cricket
Crimenews

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: କାର୍ଯ୍ୟକର୍ତ୍ତା ମାନଙ୍କ ସହିତ ଭୁବନେଶ୍ୱର ରାମ ମନ୍ଦିରରେ ମହାପ୍ରଭୁ ଶ୍ରୀରାମଙ୍କୁ ଦର୍ଶନ କଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ

କାର୍ଯ୍ୟକର୍ତ୍ତା ମାନଙ୍କ ସହିତ ରାମ ମନ୍ଦିରରେ ଦର୍ଶନ କଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ | ସୂଚନା ଅନୁସାରେ ଆଜି ରାମ ମନ୍ଦିରରେ ଦର୍ଶନ କରି ସମସ୍ତଙ୍କ ଆଶୀର୍ବାଦ କାମନା କରିବା ସହ ଅନୁଷ୍ଠାନର କତୃପକ୍ଷଙ୍କ ସହ ବିଭିନ୍ନ ସମସ୍ୟାରେ ଆଲୋଚନା କଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ | ଆଲୋଚନା ପରେ କିଛି ସମସ୍ୟାର ସମାଧାନ ପାଇଁ ପ୍ରୟାସ ମଧ୍ୟ କରିଛନ୍ତି ସାଂସଦ | ତେବେ ଏହି ଆବଶରରେ ଦଳୀୟ କାର୍ଯ୍ୟକର୍ତ୍ତା, ସମସ୍ତ ନେତୃତ୍ୱ ଏବଂ ଜନସାଧାରଣ ଉପସ୍ଥିତ ଥିଲେ l