ପ୍ରକୃତି ରିଶୋର୍ଟ ରେ ଆୟୋଜିତ ଏକ ସାମାଜିକ କାର୍ଯ୍ୟକ୍ରମ ରେ ଯୋଗଦେଲେ ପୂର୍ବତନ ସାଂସଦ ନବରଙ୍ଗପୁର ଜିଲ୍ଲା ବଣିକ ସଙ୍ଘର ପୂର୍ବତନ ସଭାପତି ତଥା ଆରଏସ ଏସ ର ବରିଷ୍ଠ ସଦସ୍ୟ ଶ୍ରୀ ସୁଶୀଲ ଜୟେନ ଙ୍କ ପୁତ୍ର ବିବାହ କାର୍ଯ୍ୟକ୍ରମ ରେ ଯୋଗଦେଲେ ପୂର୍ବତନ ସାଂସଦ ଶ୍ରୀ ପର୍ଶୁରାମ ମାଝୀ, ଏହି ଅବସର ରେ ସେ ଯୋଗଦେଈ ସେ ନବ ଦମ୍ପତି ଙ୍କୁ ଆଶ୍ରିବାଦ ପ୍ରଦାନ କରିଥିଲେ ଏହି କାର୍ଯ୍ୟକ୍ରମ ରେ ବିଜେପି ର ବହୁ ବରିଷ୍ଠ ନେତାଙ୍କ ସହ ସହର ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ