Public App Logo
Profile Picture

Aarohi Patra

@aarohipatra4
20491Followers
16Following
ନବରଙ୍ଗପୁର ପୋଲିସ ଷ୍ଟେସନ: ପୌରପାଳିକା ରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ରେ ଯୋଗଦେଈ ମତ ଦେଲେ ବିଧାୟକ ଗୌରୀ ଶଙ୍କର ମାଝୀ
ନବରଙ୍ଗପୁର ପୋଲିସ ଷ୍ଟେସନ: ଯୁବତୀଙ୍କୁ ବିବାହ ର ପ୍ରତିଶୃତି ଦେଇ ପ୍ରତାରଣା ଘଟଣାରେ କୋଷାଗୁମୁଡା ଥାନା ର ଦ୍ୱାରସ୍ତ ହେଇ ପ୍ରତିକ୍ରିୟା ରଖିଲେ ଭତରା ସମାଜ ସଭାପତି
ନବରଙ୍ଗପୁର ପୋଲିସ ଷ୍ଟେସନ: *ମଧୁବାବୁ ପେନସନ ଯୋଜନାରେ ନବରଙ୍ଗପୁର ପୌରାଞ୍ଚଳର ୧୧୭ ନୂତନ ହିତାଧିକାରୀଙ୍କୁ ପେନସନ ବଣ୍ଟନ
ନବରଙ୍ଗପୁର ପୋଲିସ ଷ୍ଟେସନ: କାର୍ତ୍ତିକ ମାସର ଶେଷ ସୋମବାର: ଶିବ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼
ପଟ୍ଟା ପ୍ରଦାନ ନ କରାଗଲେ ଆଗକୁ ଆନ୍ଦୋଳନ ହବ ବୋଲି ଗତକାଲି ଉମରକୋଟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମତ ଦେଲେ ପ୍ରଦୀପ ମାଝୀ
ନବରଙ୍ଗପୁର ପୋଲିସ ଷ୍ଟେସନ: ବି ବାହର ପ୍ରତିଶ୍ରୁତି ଦେଇ ଆଦିବାସୀ ଯୁବତୀଙ୍କୁ ପ୍ରତାରଣା ଅଭିଯୋଗ, କୋଷାଗୁମୁଡା ଥାନାର ଦ୍ୱାରସ୍ତ ହେଲେ ଯୁବତୀ
ଖରିଫ ଧାନ ସଂଗ୍ରହ ବୈଠକ ରେ ଯୋଗଦେଈ ମତ ଦେଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ
ନବରଙ୍ଗପୁର ପୋଲିସ ଷ୍ଟେସନ: ନବରଙ୍ଗପୁର ଜିଲ୍ଲାରେ ଡିସେମ୍ବର ୧୫ରୁ ଖରିଫ ଧାନ ସଂଗ୍ରହ

ଜିଲ୍ଲାରେ ଖୋଲିବ ୫୮ଟି ଧାନ କ୍ରୟକେନ୍ଦ୍ର, ବୈଠକରେ ହେଲା ନିଷ୍ପତି
ନବରଙ୍ଗପୁର ପୋଲିସ ଷ୍ଟେସନ: ଜିଲ୍ଲା ସ୍ତରୀୟ ଶହୀଦ ଲକ୍ଷ୍ମଣ ନାଏକ ଙ୍କ ଜନ୍ମ ଦିବସ ପାଳନ କରି ମତ ଦେଲେ ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ବର୍ମନ
ନବରଙ୍ଗପୁର ପୋଲିସ ଷ୍ଟେସନ: ଶହୀଦ ଲକ୍ଷ୍ମଣ ନାଏକ ଙ୍କ ଜନ୍ମ ଜୟନ୍ତୀ ସମାରୋହ ରେ ଯୋଗଦେଈ ମତ ଦେଲେ ବିଧାୟକ
ନବରଙ୍ଗପୁର ପୋଲିସ ଷ୍ଟେସନ: ନବରଙ୍ଗପୁରରେ ଶହୀଦ ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀ ପାଳିତ
ନବରଙ୍ଗପୁର ପୋଲିସ ଷ୍ଟେସନ: ଝରଣଗୁଡ଼ାରେ ବିପୁଳ ପରିମାଣର ଦେଶୀ ମଦ ନଷ୍ଟ କଲେ ନାରୀ ମହାସଂଘର ମହିଳା ସଦସ୍ୟା ମାନେ
ନବରଙ୍ଗପୁର ପୋଲିସ ଷ୍ଟେସନ: ଦୀର୍ଘ 19 ବର୍ଷ ପରେ ମିଳିଲା ନ୍ୟାୟ 
8 ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ ଉମରକୋଟ ଦୌରାଜଜ ସୂଚନା ଦେଲେ ବରିଷ୍ଠ ଓକିଲ
ନବରଙ୍ଗପୁର ପୋଲିସ ଷ୍ଟେସନ: ରାଇଘର ଅବକାରୀ ବିଭାଗର ଚଢ଼ାଉ

ବିପୁଳ ପରିମାଣର ବିୟର ଓ ବିଦେଶୀ ମଦ ଜବତ, ଜଣେ ଗିରଫ
ନବରଙ୍ଗପୁର ପୋଲିସ ଷ୍ଟେସନ: ନବରଙ୍ଗପୁର ଜିଲ୍ଲାରେ ବର୍ଷାର ପରିମାଣ ଶୂନ, ଉମରକୋଟରେ ୧.୧ ମିମି
ନବରଙ୍ଗପୁର ପୋଲିସ ଷ୍ଟେସନ: ଦୀର୍ଘ 19 ବର୍ଷ ପରେ ମିଳିଲା ନ୍ୟାୟ 
8 ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ ଉମରକୋଟ ଦୌରାଜଜ
ଠିସାଗୁଡା ନିକଟ ନିର୍ମାଣଧିନ ଭାରତ ମାଳା ରାସ୍ତାରେ କାର ଆଉ ବାଇକ ମଧ୍ୟରେ ଧକ୍କା, ଦୁଇ ଆହତ
ନବରଙ୍ଗପୁର ପୋଲିସ ଷ୍ଟେସନ: ବାଲେଙ୍ଗାରେ ବିପୁଳ ପରିମାଣର ପାଉଚ୍ ମଦ ଜବତ କରି ନଷ୍ଟ କଲା ନାରୀ ମହାସଂଘ

ମଦମୁକ୍ତ ଜିଲ୍ଲା ଗଠନ ଲକ୍ଷ୍ୟରେ ଜିଲ୍ଲାବ୍ୟାପୀ ଅଭିଯାନ ଜାରି
ଚତୁର୍ଥ ଶ୍ରେଣୀ ଛାତ୍ର ଆତ୍ମହତ୍ୟା ଘଟଣା କୁନେଇ ପ୍ରତିକ୍ରିୟା ଦେଲେ ସ୍କୁଲ ପ୍ରଧାନଶିକ୍ଷକ ଚନ୍ଦ୍ର ଶେଖର ମାଝୀ
ନବରଙ୍ଗପୁର ପୋଲିସ ଷ୍ଟେସନ: ନବରଙ୍ଗପୁର ଟାଉନ୍ ପୋଲିସର ସ୍ୱତନ୍ତ୍ର ଟ୍ରାଫିକ୍ ଯାଞ୍ଚ ଅଭିଯାନ
ନବରଙ୍ଗପୁର ପୋଲିସ ଷ୍ଟେସନ: ବାରମ୍ବାର ଆଦିବାସୀ ପିଲାଙ୍କ ଉପରେ ଆଶ୍ରମ ସ୍କୁଲଗୁଡିକରେ ନିର୍ଯ୍ୟାତନା ଦିଆଯାଉଥିବା ଅଭିଯୋଗ କଲେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ
ନବରଙ୍ଗପୁର ପୋଲିସ ଷ୍ଟେସନ: ଆଦିବାସୀ ଉନ୍ନୟନ ବିଭାଗ ର ଦାୟିତ୍ୱ ହୀନତା ପାଇଁ ଆଦିବାସୀ ପିଲା ଙ୍କ ଏଇ ଅବସ୍ଥା ବୋଲି ମତ ଦେଲେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ
ନବରଙ୍ଗପୁର ପୋଲିସ ଷ୍ଟେସନ: ଚତୁର୍ଥ ଶ୍ରେଣୀ ଛାତ୍ର ଆତ୍ମହତ୍ୟା ଉଦ୍ୟମ କରିବା ଘଟଣାରେ ସ୍କୁଲ କତୃପକ୍ଷ ଦାୟୀ ମତ ଦେଲେ ପାପଡାହାଣ୍ଡି ବ୍ଲକ ଉପାଧକ୍ଷ ଶ୍ରୀ ସୁଶାନ୍ତ ବେହେରା
ନବରଙ୍ଗପୁର ପୋଲିସ ଷ୍ଟେସନ: ଏକାଧିକ  ଔଷଧ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଚତୁର୍ଥ ଶ୍ରେଣୀ ଛାତ୍ର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
ଭତ୍ତା ନ ପାଇ ସରକାର ଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରି ନବ  ମତ ଦେଲେ ଜଣେ ବୃଦ୍ଧା