କଟକ ଦେବୀଗଡ଼ା ଠାରେ ପୁରୀଘାଟ-ମୁକାମେଶ୍ୱର ବ୍ରିଜ୍ ନିର୍ମାଣ ହେବ। ଏନେଇ ବିଧାୟିକା ସୋଫିଆ ଫିର୍ଦୋସ୍ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ନକ୍ସା ଯାଞ୍ଚ କରିଛନ୍ତି।