ଜଳେଶ୍ୱର ନାବାଳିକା ହତ୍ୟାକାଣ୍ଡ: ତଦନ୍ତ ନେଇ ଡିଆଇଜିଙ୍କୁ ସିପିଆଇଏମର ଦାବିପତ୍ର
Baleshwar, Balasore | Nov 5, 2026
ଜଳେଶ୍ୱର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାର ତଦନ୍ତ ମନ୍ଥର ଓ ନିରପେକ୍ଷ ହେଉନଥିବା ଅଭିଯୋଗ କରି ଡିଆଇଜିଙ୍କୁ ଦାବିପତ୍ର ଦେଲା ସିପିଆଇଏମ। ୭ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନହେଲେ ଆନ୍ଦୋଳନର ଚେତାବନୀ।