ନିମାପଡା: KIIT NSS Camp: ନିମାପଡ଼ା ମହାବିଦ୍ୟାଳୟ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା
Nimapada, Puri | Nov 15, 2026 କିଟ୍ ବିଶ୍ୱବିଦ୍ୟାଳୟରେ ଚାଲିଥିବା ପୂର୍ବାଞ୍ଚଳ ପ୍ରାକ୍ ଗଣତନ୍ତ୍ର ଦିବସ ଶିବିରରେ ନିମାପଡ଼ା ମହାବିଦ୍ୟାଳୟର ଏନ୍ ଏସ ଏସ ୟୁନିଟ୍ ପକ୍ଷରୁ ଅତିଥି ଓ ଶିବିରାର୍ଥୀମାନଙ୍କ ପାଇଁ ଆୟୋଜିତ ହେଲା ସ୍ୱାଗତ କାର୍ଯ୍ୟକ୍ରମ। ଦଶଟି ରାଜ୍ୟର ପ୍ରତିନିଧି ଏଥିରେ ଅଂଶଗ୍ରହଣ କରିଛନ୍ତି।