Public App Logo
Jansamasya
News
Bjp
National
Police
Bihar
India
चोरी
बीजेपी
Uttar_pradesh
Accident
Congress
Modi
Delhi
Viral
पेट्रोल
Up
Bollywood
दिल्ली
Breakingnews
Madhya_pradesh
Nsui
Pmmodi
Telangana
Rahulgandhi
Chhattisgarh
Uttarpradesh
Haryana
Cricket
Sdm

#ସକାଳର_ବଡ଼_ଖବର Sakala Bulletin | 01July 2026 | Morning Headline | ସକାଳର ବଡ଼ ଖବର | Odia News | Pabitra News Odisha #latastnewsupdate #pabitranews #MorningHeadlineodisha #sakalakhabar #odishaheadline #odianews #BreakingNews #odianews #sakalanews #odishanews #rain #barshanews #todaymorningnews #pabitranewsodishalive #ajisakalaranews #latastnewsupdate #pabitranewsodishalive

MORE NEWS

#ହାଟଡିହି_ବ୍ଲକରେ_ଭିଜିଲାନ୍ସ_ଟିମର_ତଦନ୍ତ 
କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକରେ ଭିଜିଲାନ୍ସ ଟିମର ଚଢ଼ାଉ। ୨୦୨୦-୨୧ ରେ ଟେଣ୍ଡର ହୋଇଥିବା  ଷ୍ଟ୍ରିଟ୍ ଲାଇଟ୍ ଦୁର୍ନୀତି କୁ ନେଇ ଚାଲିଛି ଖୋଳ ତାଡ଼। 
#latastnewsupdate #pabitranewsodishalive #pabitranews #strictelight #vililancered

#ହାଟଡିହି_ବ୍ଲକରେ_ଭିଜିଲାନ୍ସ_ଟିମର_ତଦନ୍ତ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକରେ ଭିଜିଲାନ୍ସ ଟିମର ଚଢ଼ାଉ। ୨୦୨୦-୨୧ ରେ ଟେଣ୍ଡର ହୋଇଥିବା ଷ୍ଟ୍ରିଟ୍ ଲାଇଟ୍ ଦୁର୍ନୀତି କୁ ନେଇ ଚାଲିଛି ଖୋଳ ତାଡ଼। #latastnewsupdate #pabitranewsodishalive #pabitranews #strictelight #vililancered

Kendujhar Town, Kendujhar | Jul 3, 2026

#ବଙ୍ଗୀୟ_ମହିଳାଙ୍କୁ_ହତ୍ୟା_ଘଟଣାର_ପର୍ଦାଫାଶ 
#ସିନ_ରିକ୍ରିଏସନ_କଲା_ପୋଲିସ 
ବଙ୍ଗୀୟ ପ୍ରେମିକାକୁ ଓଡିଶା ଡକାଇ ଝାଡ଼ଖଣ୍ଡ ପ୍ରେମିକ କେନ୍ଦୁଝର ଜିଲ୍ଲା ସୋସୋ ଥାନା ଅଞ୍ଚଳରେ  ହତ୍ୟା କରିବା ଘଟଣାରେ ପର୍ଦାଫାଶ ହୋଇଛି l ବିବାହ କରିବାକୁ ପ୍ରେମିକ ନିକଟରେ ପ୍ରେମିକା ଜଣକ ଜିଦ କରିବାରୁ ଏପରି ହତ୍ୟାକାଣ୍ଡ ଘଟିଥିବା ସ୍ପଷ୍ଟ ହୋଇଛି l 
#latastnewsupdate #pabitranewsodishalive #pabitranews #breakingnews #anandpur #keonjhar

#ବଙ୍ଗୀୟ_ମହିଳାଙ୍କୁ_ହତ୍ୟା_ଘଟଣାର_ପର୍ଦାଫାଶ #ସିନ_ରିକ୍ରିଏସନ_କଲା_ପୋଲିସ ବଙ୍ଗୀୟ ପ୍ରେମିକାକୁ ଓଡିଶା ଡକାଇ ଝାଡ଼ଖଣ୍ଡ ପ୍ରେମିକ କେନ୍ଦୁଝର ଜିଲ୍ଲା ସୋସୋ ଥାନା ଅଞ୍ଚଳରେ ହତ୍ୟା କରିବା ଘଟଣାରେ ପର୍ଦାଫାଶ ହୋଇଛି l ବିବାହ କରିବାକୁ ପ୍ରେମିକ ନିକଟରେ ପ୍ରେମିକା ଜଣକ ଜିଦ କରିବାରୁ ଏପରି ହତ୍ୟାକାଣ୍ଡ ଘଟିଥିବା ସ୍ପଷ୍ଟ ହୋଇଛି l #latastnewsupdate #pabitranewsodishalive #pabitranews #breakingnews #anandpur #keonjhar

Kendujhar Town, Kendujhar | Jul 3, 2026

#ଗୋରୁ_ବୋଝଇ_ଗାଡି_ଦୁର୍ଘଟଣା_ଗ୍ରସ୍ତ_ଦୁଇ_ଗୋରୁ_ମୃତ 
କରଞ୍ଜିଆ, ସାହାରପୋଡା ୨୨୦ନମ୍ବର ଜାତୀୟ ରାଜପଥ ଦେଓ ନଦୀ ପୋଲ ଉପରେ ଗୋରୁ ବୁଝେଇ କରି ନେଇ ଯାଉଥିବା ପିକଅପ ଗାଡି ନମ୍ବର OR 05AV8961ଏକ ଟେମ୍ପ କୁ ସହିତ ମୁହାଁ ମୁହିଁ ଧକ୍କା |
#pabitranewsodishalive #latastnewsupdate #pabitranews #Mayurbhanj #karanjia #saharapada #accident #breakingnews

#ଗୋରୁ_ବୋଝଇ_ଗାଡି_ଦୁର୍ଘଟଣା_ଗ୍ରସ୍ତ_ଦୁଇ_ଗୋରୁ_ମୃତ କରଞ୍ଜିଆ, ସାହାରପୋଡା ୨୨୦ନମ୍ବର ଜାତୀୟ ରାଜପଥ ଦେଓ ନଦୀ ପୋଲ ଉପରେ ଗୋରୁ ବୁଝେଇ କରି ନେଇ ଯାଉଥିବା ପିକଅପ ଗାଡି ନମ୍ବର OR 05AV8961ଏକ ଟେମ୍ପ କୁ ସହିତ ମୁହାଁ ମୁହିଁ ଧକ୍କା | #pabitranewsodishalive #latastnewsupdate #pabitranews #Mayurbhanj #karanjia #saharapada #accident #breakingnews

Kendujhar Town, Kendujhar | Jul 3, 2026

#ସକାଳର_ବଡ଼_ଖବର 
Sakala Bulletin | 03 July 2026 | Morning Headline | ସକାଳର ବଡ଼ ଖବର | Odia News | Pabitra News Odisha 
#latastnewsupdate #pabitranews #MorningHeadlineodisha #sakalakhabar #odishaheadline #odianews #BreakingNews
#odianews #sakalanews #odishanews #rain #barshanews #todaymorningnews #pabitranewsodishalive #ajisakalaranews #latastnewsupdate #pabitranewsodishalive

#ସକାଳର_ବଡ଼_ଖବର Sakala Bulletin | 03 July 2026 | Morning Headline | ସକାଳର ବଡ଼ ଖବର | Odia News | Pabitra News Odisha #latastnewsupdate #pabitranews #MorningHeadlineodisha #sakalakhabar #odishaheadline #odianews #BreakingNews #odianews #sakalanews #odishanews #rain #barshanews #todaymorningnews #pabitranewsodishalive #ajisakalaranews #latastnewsupdate #pabitranewsodishalive

Kendujhar Town, Kendujhar | Jul 3, 2026

#ବିରିୟାନୀ_ପ୍ରେମୀମାନେ_ସତର୍କ_ରହିବା_ଉଚିତ
ହାଇଦ୍ରାବାଦର ହୋଟେଲଗୁଡ଼ିକୁ ଯୋଗାଣ ପାଇଁ ମଟନ୍ ସହିତ ଗୋମାଂସ ମିଶ୍ରଣ କରୁଥିବା ଏକ ର ୍ୟାକେଟ୍ ଅଧିକାରୀମାନେ ପର୍ଦ୍ଦାଫାସ କରିବା ପରେ ଦୁଇ ଜଣ ବ୍ୟକ୍ତି ମୋହାଦ ଓସମାନ ଏବଂ ମହମ୍ମଦ ଜାହାଙ୍ଗୀରଙ୍କୁ ଅଟକ ରଖାଯାଇଥିଲା।ଅଟକ ବ୍ୟକ୍ତିମାନଙ୍କୁ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ହବିବନଗର ପୋଲିସକୁ ହସ୍ତାନ୍ତର କରାଯାଇଥିଲା। ଯେଉଁଠାରେ ଏକ ମାମଲା ରୁଜୁ କରାଯାଇଛି ଏବଂ ତଦନ୍ତ ଚାଲିଛି।
#pabitranewsodisha #BreakingNews

#ବିରିୟାନୀ_ପ୍ରେମୀମାନେ_ସତର୍କ_ରହିବା_ଉଚିତ ହାଇଦ୍ରାବାଦର ହୋଟେଲଗୁଡ଼ିକୁ ଯୋଗାଣ ପାଇଁ ମଟନ୍ ସହିତ ଗୋମାଂସ ମିଶ୍ରଣ କରୁଥିବା ଏକ ର ୍ୟାକେଟ୍ ଅଧିକାରୀମାନେ ପର୍ଦ୍ଦାଫାସ କରିବା ପରେ ଦୁଇ ଜଣ ବ୍ୟକ୍ତି ମୋହାଦ ଓସମାନ ଏବଂ ମହମ୍ମଦ ଜାହାଙ୍ଗୀରଙ୍କୁ ଅଟକ ରଖାଯାଇଥିଲା।ଅଟକ ବ୍ୟକ୍ତିମାନଙ୍କୁ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ହବିବନଗର ପୋଲିସକୁ ହସ୍ତାନ୍ତର କରାଯାଇଥିଲା। ଯେଉଁଠାରେ ଏକ ମାମଲା ରୁଜୁ କରାଯାଇଛି ଏବଂ ତଦନ୍ତ ଚାଲିଛି। #pabitranewsodisha #BreakingNews

Kendujhar Town, Kendujhar | Jul 3, 2026