Public App Logo
Jansamasya
News
Maharashtra
Bjp
National
Police
Bihar
India
चोरी
Gujarat
Accident
Congress
Modi
Delhi
Viral
पेट्रोल
Up
Bollywood
Breakingnews
Narendramodi
Madhya_pradesh
Mp
Pmmodi
Rahulgandhi
Chhattisgarh
Uttarpradesh
Haryana
Cricket
Sdm
महाराष्ट्र

#ବଙ୍ଗୀୟ_ମହିଳାଙ୍କୁ_ହତ୍ୟା_ଘଟଣାର_ପର୍ଦାଫାଶ #ସିନ_ରିକ୍ରିଏସନ_କଲା_ପୋଲିସ ବଙ୍ଗୀୟ ପ୍ରେମିକାକୁ ଓଡିଶା ଡକାଇ ଝାଡ଼ଖଣ୍ଡ ପ୍ରେମିକ କେନ୍ଦୁଝର ଜିଲ୍ଲା ସୋସୋ ଥାନା ଅଞ୍ଚଳରେ ହତ୍ୟା କରିବା ଘଟଣାରେ ପର୍ଦାଫାଶ ହୋଇଛି l ବିବାହ କରିବାକୁ ପ୍ରେମିକ ନିକଟରେ ପ୍ରେମିକା ଜଣକ ଜିଦ କରିବାରୁ ଏପରି ହତ୍ୟାକାଣ୍ଡ ଘଟିଥିବା ସ୍ପଷ୍ଟ ହୋଇଛି l #latastnewsupdate #pabitranewsodishalive #pabitranews #breakingnews #anandpur #keonjhar

MORE NEWS

#ସମସ୍ତ_ଛାତ୍ର_ଛାତ୍ରୀ_ମାନଙ୍କ_ହୃଦୟ_ଜିଣୁ_ଥିଲେ_ସୁବାସିନୀ_ଦିଦି
ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ପଞ୍ଚୁଟିକ୍ରି ଗ୍ରାମ ପଞ୍ଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟର ବରିଷ୍ଟ ଶିକ୍ଷୟତ୍ରୀ ଶ୍ରୀମତୀ ସୁବାସିନୀ ସାମଲ ଙ୍କ ଅବସର ଗ୍ରହଣ ଜନିତ ବିଦାୟ କାଳୀନ ସଭା ଅନୁଷ୍ଠିତ ହୋଇଯାଇଛି। 
#latastnewsupdate #bhadrak #chandbali

#ସମସ୍ତ_ଛାତ୍ର_ଛାତ୍ରୀ_ମାନଙ୍କ_ହୃଦୟ_ଜିଣୁ_ଥିଲେ_ସୁବାସିନୀ_ଦିଦି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ପଞ୍ଚୁଟିକ୍ରି ଗ୍ରାମ ପଞ୍ଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟର ବରିଷ୍ଟ ଶିକ୍ଷୟତ୍ରୀ ଶ୍ରୀମତୀ ସୁବାସିନୀ ସାମଲ ଙ୍କ ଅବସର ଗ୍ରହଣ ଜନିତ ବିଦାୟ କାଳୀନ ସଭା ଅନୁଷ୍ଠିତ ହୋଇଯାଇଛି। #latastnewsupdate #bhadrak #chandbali

Kendujhar Town, Kendujhar | Jul 4, 2026

#ଆକ୍ସନ_ମୁଡ଼ରେ_କେନ୍ଦୁଝର_ପୋଲିସ
#୧୪ବାଲି_ବୋଝେଇ_ହାଇୱା_୬ଟ୍ରାକ୍ଟର_ଜବତ 
ବେଆଇନ ବାଲି କାରବାରରେ ରୋକ ଲଗାଇବା ପାଇଁ ଆକ୍ସନ ମୁଡ଼କୁ ଆସିଛି କେନ୍ଦୁଝର ପୋଲିସ। ଏଥିପାଇଁ ପ୍ରତି ରାତିରେ କେନ୍ଦୁଝର ଜିଲ୍ଲା ପୋଲିସ ପକ୍ଷରୁ ଚଢ଼ାଉ ଜାରି ରହିଛି। ଚାରିଦିନ ଭିତରେ ନନ୍ଦିପଦା, ସୋସୋ ଓ ଆନନ୍ଦପୁର ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୧୪ ବାଲି ବୋଝେଇ ହାଇୱା, ୬ଟ୍ରାକ୍ଟର ଜବତ କରିଛି। 
#pabitranewsodisha #latastnewsupdate #BreakingNews #OdishaNews #anandpur #keonjhar

#ଆକ୍ସନ_ମୁଡ଼ରେ_କେନ୍ଦୁଝର_ପୋଲିସ #୧୪ବାଲି_ବୋଝେଇ_ହାଇୱା_୬ଟ୍ରାକ୍ଟର_ଜବତ ବେଆଇନ ବାଲି କାରବାରରେ ରୋକ ଲଗାଇବା ପାଇଁ ଆକ୍ସନ ମୁଡ଼କୁ ଆସିଛି କେନ୍ଦୁଝର ପୋଲିସ। ଏଥିପାଇଁ ପ୍ରତି ରାତିରେ କେନ୍ଦୁଝର ଜିଲ୍ଲା ପୋଲିସ ପକ୍ଷରୁ ଚଢ଼ାଉ ଜାରି ରହିଛି। ଚାରିଦିନ ଭିତରେ ନନ୍ଦିପଦା, ସୋସୋ ଓ ଆନନ୍ଦପୁର ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୧୪ ବାଲି ବୋଝେଇ ହାଇୱା, ୬ଟ୍ରାକ୍ଟର ଜବତ କରିଛି। #pabitranewsodisha #latastnewsupdate #BreakingNews #OdishaNews #anandpur #keonjhar

Kendujhar Town, Kendujhar | Jul 4, 2026

#ମାଛ_ପତ୍ରପୋଡ଼ା_ପାଇଁ_ମହାଭାରତ
ମାଛ ଖାଇଲେ ହୋଟେଲ୍‌ରେ, ମାମଲା ପହଞ୍ଚିଲା ଥାନାରେ : ପତ୍ରପୋଡ଼ାର ଦାମ୍ ୧୪୦୦, ଥାନାରେ ହେଲା ସମାଧାନ ଶେଷରେ ମାଲିକ ମାନିଲେ ୧୪୦୦ ଟଙ୍କା ବଦଳ ରେ ନେଲେ ୫୦୦ ଟଙ୍କା | 
#BreakingNews #latastnewsupdate

#ମାଛ_ପତ୍ରପୋଡ଼ା_ପାଇଁ_ମହାଭାରତ ମାଛ ଖାଇଲେ ହୋଟେଲ୍‌ରେ, ମାମଲା ପହଞ୍ଚିଲା ଥାନାରେ : ପତ୍ରପୋଡ଼ାର ଦାମ୍ ୧୪୦୦, ଥାନାରେ ହେଲା ସମାଧାନ ଶେଷରେ ମାଲିକ ମାନିଲେ ୧୪୦୦ ଟଙ୍କା ବଦଳ ରେ ନେଲେ ୫୦୦ ଟଙ୍କା | #BreakingNews #latastnewsupdate

Kendujhar Town, Kendujhar | Jul 4, 2026