#ହାଟଡିହି_ବ୍ଲକରେ_ଭିଜିଲାନ୍ସ_ଟିମର_ତଦନ୍ତ
କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକରେ ଭିଜିଲାନ୍ସ ଟିମର ଚଢ଼ାଉ। ୨୦୨୦-୨୧ ରେ ଟେଣ୍ଡର ହୋଇଥିବା ଷ୍ଟ୍ରିଟ୍ ଲାଇଟ୍ ଦୁର୍ନୀତି କୁ ନେଇ ଚାଲିଛି ଖୋଳ ତାଡ଼।
#latastnewsupdate #pabitranewsodishalive #pabitranews #strictelight #vililancered
Kendujhar Town, Kendujhar | Jul 3, 2026