#Breakingnews
ସଡ଼କ ଦୁର୍ଘଟଣା ରେ ଜଣେ ମୃତ, ତିନି ଗୁରୁତର
କରଞ୍ଜିଆ ସହର ସିନେମା ହଲ ନିକଟରେ ଘଟିଛି ଦୁର୍ଘଟଣା, ସାହାରପଡା ଆଡୁ ଏକ ସ୍କୁଟିରେ ତିନିଜଣ ଭାଲିଆଡିହା ଗ୍ରାମକୁ ଯାଉଥିଲେ, ସିନେମା ହଲ ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା |
#Breakingnews #roadaccident #karanjia #mayurbhanj #latastnews
Kendujhar Town, Kendujhar | Aug 21, 2026