ଜୁନାଗଡ଼ରେ ବାଇପାସ୍ ରାସ୍ତା ନିର୍ମାଣ ଦାବି: ବିଧାନସଭାରେ ସ୍ୱର ଉତ୍ତୋଳନ କଲେ ବିଧାୟକ
Junagada, Kalahandi | Nov 27, 2026
ଜୁନାଗଡ଼ ସହରରେ ବାଇପାସ୍ ରାସ୍ତା ନିର୍ମାଣ ପାଇଁ ବିଧାନସଭାରେ ଦାବି କଲେ ବିଧାୟକ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର। ୮ ଦିନ ହେଲା ଧାରଣାରେ ବସିଛନ୍ତି ସ୍ଥାନୀୟ ବାସିନ୍ଦା।