କଳାହାଣ୍ଡି: ନର୍ଲାରେ ନବରାତ୍ର ଦୁର୍ଗାପୂଜା: ପ୍ରସ୍ତୁତି ନେଇ ମୁହଁ ଖୋଲିଲେ ପୂଜା କମିଟି ସଦସ୍ୟ
Kalahandi, Kalahandi | Oct 20, 2026
ନର୍ଲା ଠାରେ ଆୟୋଜିତ ହେବାକୁ ଥିବା ନବରାତ୍ର ଦୁର୍ଗାପୂଜା ପାଇଁ କମିଟି ପକ୍ଷରୁ ପ୍ରସ୍ତୁତି ଶେଷ। ପୂଜାକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ କମିଟି ସଦସ୍ୟମାନେ ଜନସାଧାରଣଙ୍କ ସହଯୋଗ ଲୋଡ଼ିଛନ୍ତି।