୨୦୨୬ ରଜପର୍ବ ଉତ୍ତର ଓଡିଶା ତଥା କେନ୍ଦୁଝର ଜିଲ୍ଲା ବେଲବାହାଳୀରେ ଧୂମଧାମ ରେ ପାଳନ ହେଉଛି । ଏହି ଗଣପର୍ବ ୪ଦିନ ଧରି ପାଳନ ହେଉଥିବା ରଜପର୍ବ ଶୁଭ ଉଦଘାଟନ ହୋଇଯାଇଛି ଏତେ ବର୍ଷାସତ୍ୟେ ବୀଣାପାଣି କଳାନିକେଦନର କଳାକାର ମାନେ ଦର୍ଶକଙ୍କୁ ନାଚଗିତରେ ଝୁମାଇଛନ୍ତି ,ଓଡ଼ିଶାର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଏହି ଗଣପର୍ବ ରଜ ସମ୍ପର୍କରେ ଆଲୋକପାତ କରି ଶୁଭ ଉଦଘାଟନ କରିଛନ୍ତି,,,