Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
Accident
Congress
Modi
Delhi
Viral
Up
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh
Haryana

ସୁନ୍ଦରଗଡ: ଡିଷ୍ଟ୍ରିକ୍ଟ ମୋବାଇଲ ୟୁନିଟ ଦ୍ୱାରା ରାଣୀ ବଗିଚା ବାଇ ପାଶ ନିକଟରୁ ଦୁଇ ଗଞ୍ଜେଇ ମାଫିଆ ଗିରଫ

Sundargarh, Sundargarh | Jul 11, 2026

MORE NEWS

ହାଇୱାକୁ ପିଛା କରି ୫ ରାଉଣ୍ଡ ଫାୟାରିଂ!
କୁତ୍ରା ଅଞ୍ଚଳରେ ଭୟର ପରିବେଶ।
#rourkrla 
#BreakingNews #Kutra #Litibeda #Sundargarh #Rajgangpur #SundargarhUpdates #OdishaNews #CrimeNews #HighwayFiring #GunAttack #TruckAttack #PoliceInvestigation #WesternOdisha #Rourkela #OdishaBreaking #LatestNews #SundargarhLive #RajgangpurNews #KutraNews #Odisha

ହାଇୱାକୁ ପିଛା କରି ୫ ରାଉଣ୍ଡ ଫାୟାରିଂ! କୁତ୍ରା ଅଞ୍ଚଳରେ ଭୟର ପରିବେଶ। #rourkrla #BreakingNews #Kutra #Litibeda #Sundargarh #Rajgangpur #SundargarhUpdates #OdishaNews #CrimeNews #HighwayFiring #GunAttack #TruckAttack #PoliceInvestigation #WesternOdisha #Rourkela #OdishaBreaking #LatestNews #SundargarhLive #RajgangpurNews #KutraNews #Odisha

Sundargarh, Sundargarh | Jul 9, 2026

Breaking - ପାତକିଜୋରରେ ଭୟଙ୍କର ସଡ଼କ ଦୁର୍ଘଟଣା!
 ବୋଲେରୋ–କମାଣ୍ଡର ମୁହାଁମୁହିଁ ଧକ୍କା
୨ ମୃତ • ୭ ରୁ ଅଧିକ ଗୁରୁତର।
#BreakingNews #Sundargarh #SundargarhNews #Patakijore #RoadAccident #AccidentNews #OdishaNews #Rourkela #Rajgangpur #Jharsuguda #Sambalpur #Kinjirkela #Bolero #Commander #Police #Emergency #OdiaNews #Odisha #NewsUpdate #ViralNews

Breaking - ପାତକିଜୋରରେ ଭୟଙ୍କର ସଡ଼କ ଦୁର୍ଘଟଣା! ବୋଲେରୋ–କମାଣ୍ଡର ମୁହାଁମୁହିଁ ଧକ୍କା ୨ ମୃତ • ୭ ରୁ ଅଧିକ ଗୁରୁତର। #BreakingNews #Sundargarh #SundargarhNews #Patakijore #RoadAccident #AccidentNews #OdishaNews #Rourkela #Rajgangpur #Jharsuguda #Sambalpur #Kinjirkela #Bolero #Commander #Police #Emergency #OdiaNews #Odisha #NewsUpdate #ViralNews

Sundargarh, Sundargarh | Jul 7, 2026

ମାନବିକତାର ଉଦାହରଣ: ପ୍ରବଳ ବର୍ଷାରେ ନିଛାଟିଆ ରାସ୍ତାରେ ଅସହାୟ ବାବେ ବସି ଭିଜୁଥିବା ବୃଦ୍ଧାଙ୍କୁ ଉଦ୍ଧାର କରି ନିଜ ଗାଡ଼ିରେ ଥାନା ପହଞ୍ଚାଇଲେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ।#Jharsuguda #Laikera #Bagdihi #Rambadihi #Odisha #OdishaNews #JharsugudaNews #TankadharTripathy #Humanity #HumanityFirst #PublicService #GoodDeed #HelpingHands #HeavyRain #RainRescue #OdiaNews #BreakingNews #ViralNews #Sundargarh #Rourkela #Sambalpur #Bargarh #OdishaUpdates #NewsUpdate #SocialWork #PeopleFirst

ମାନବିକତାର ଉଦାହରଣ: ପ୍ରବଳ ବର୍ଷାରେ ନିଛାଟିଆ ରାସ୍ତାରେ ଅସହାୟ ବାବେ ବସି ଭିଜୁଥିବା ବୃଦ୍ଧାଙ୍କୁ ଉଦ୍ଧାର କରି ନିଜ ଗାଡ଼ିରେ ଥାନା ପହଞ୍ଚାଇଲେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ।#Jharsuguda #Laikera #Bagdihi #Rambadihi #Odisha #OdishaNews #JharsugudaNews #TankadharTripathy #Humanity #HumanityFirst #PublicService #GoodDeed #HelpingHands #HeavyRain #RainRescue #OdiaNews #BreakingNews #ViralNews #Sundargarh #Rourkela #Sambalpur #Bargarh #OdishaUpdates #NewsUpdate #SocialWork #PeopleFirst

Sundargarh, Sundargarh | Jul 7, 2026

ଲେଫ୍ରିପଡ଼ା ବ୍ଲକରେ ଯୁଗ୍ମ ଜନଅଭିଯୋଗ ଶୁଣାଣି ଅନୁଷ୍ଠିତ, ୬୩ଟି ଅଭିଯୋଗର ଶୁଣାଣି।

ସୁନ୍ଦରଗଡ଼, ୬/୭: ଲେଫ୍ରିପଡ଼ା ବ୍ଲକ କାର୍ଯ୍ୟାଳୟ ପରିସର ପଞ୍ଚାୟତ ସମିତି ସଭାକକ୍ଷରେ ଆଜି ଯୁଗ୍ମ ଜନଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଶୁଣାଣିରେ ଜିଲ୍ଲାପାଳ ଡା. ଶୁଭଙ୍କର ମହାପାତ୍ର ଓ ସୁନ୍ଦରଗଡ଼ ଆରକ୍ଷୀ ଅଧୀକ୍ଷକ ଅମ୍ରିତପାଲ କୌର ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗ ଶୁଣି ସମ୍ପୃକ୍ତ ବିଭାଗକୁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଆଜିର ଶୁଣାଣିରେ ମୋଟ ୬୩ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ୩୫ଟି ବ୍ୟକ୍ତିଗତ ଏବଂ ୨୮ଟି ସାମୂହିକ ଅଭିଯୋଗ ଥିଲା। ଏହି ଅଭିଯୋଗଗୁଡ଼ିକ ମଧ୍ୟରୁ ୧୨ ଅଭିଯୋଗ ର ତୁରନ୍ତ ସମାଧାନ କରାଯାଇଥିବା ବେଳେ ଅନ୍ୟ ଅଭିଯୋଗଗୁଡ଼ିକର ଶୀଘ୍ର ସମାଧାନ ପାଇଁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା।

ସେହିପରି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଆର୍ଥିକ ସହାୟତା ପାଇଁ ୧୨ ଜଣ ଆବେଦନ କରିଥିଲେ। ଶୁଣାଣିରେ ମୁଖ୍ୟତଃ ରାସ୍ତାଘାଟ ସମସ୍ୟା, ବାର୍ଦ୍ଧକ୍ୟ ଓ ଅନ୍ୟାନ୍ୟ ପେନସନ, ବିଦ୍ୟୁତ୍ ସେବା, ରାସନ କାର୍ଡ, ପାନୀୟ ଜଳ ଯୋଗାଣ ସମ୍ପର୍କିତ ବିଭିନ୍ନ ଅଭିଯୋଗ ଉଠିଥିଲା।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦର ନିର୍ବାହୀ ଅଧିକାରୀ ସୁରଞ୍ଜନ ସାହୁ, ସଦର ଉପଜିଲ୍ଲାପାଳ ତେଜସ୍ୱିନୀ ବେହେରା, ସିଡିଏମ୍ ଓ ପିଏଚ୍‌ଓ ଡା. ସୁରେଶ ଚନ୍ଦ୍ର ମହାନ୍ତି, ଲେଫ୍ରିପଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅତସୀ ପରିଡ଼ାଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଓ ବ୍ଲକସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ଲେଫ୍ରିପଡ଼ା ବ୍ଲକରେ ଯୁଗ୍ମ ଜନଅଭିଯୋଗ ଶୁଣାଣି ଅନୁଷ୍ଠିତ, ୬୩ଟି ଅଭିଯୋଗର ଶୁଣାଣି। ସୁନ୍ଦରଗଡ଼, ୬/୭: ଲେଫ୍ରିପଡ଼ା ବ୍ଲକ କାର୍ଯ୍ୟାଳୟ ପରିସର ପଞ୍ଚାୟତ ସମିତି ସଭାକକ୍ଷରେ ଆଜି ଯୁଗ୍ମ ଜନଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଶୁଣାଣିରେ ଜିଲ୍ଲାପାଳ ଡା. ଶୁଭଙ୍କର ମହାପାତ୍ର ଓ ସୁନ୍ଦରଗଡ଼ ଆରକ୍ଷୀ ଅଧୀକ୍ଷକ ଅମ୍ରିତପାଲ କୌର ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗ ଶୁଣି ସମ୍ପୃକ୍ତ ବିଭାଗକୁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଆଜିର ଶୁଣାଣିରେ ମୋଟ ୬୩ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ୩୫ଟି ବ୍ୟକ୍ତିଗତ ଏବଂ ୨୮ଟି ସାମୂହିକ ଅଭିଯୋଗ ଥିଲା। ଏହି ଅଭିଯୋଗଗୁଡ଼ିକ ମଧ୍ୟରୁ ୧୨ ଅଭିଯୋଗ ର ତୁରନ୍ତ ସମାଧାନ କରାଯାଇଥିବା ବେଳେ ଅନ୍ୟ ଅଭିଯୋଗଗୁଡ଼ିକର ଶୀଘ୍ର ସମାଧାନ ପାଇଁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା। ସେହିପରି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଆର୍ଥିକ ସହାୟତା ପାଇଁ ୧୨ ଜଣ ଆବେଦନ କରିଥିଲେ। ଶୁଣାଣିରେ ମୁଖ୍ୟତଃ ରାସ୍ତାଘାଟ ସମସ୍ୟା, ବାର୍ଦ୍ଧକ୍ୟ ଓ ଅନ୍ୟାନ୍ୟ ପେନସନ, ବିଦ୍ୟୁତ୍ ସେବା, ରାସନ କାର୍ଡ, ପାନୀୟ ଜଳ ଯୋଗାଣ ସମ୍ପର୍କିତ ବିଭିନ୍ନ ଅଭିଯୋଗ ଉଠିଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦର ନିର୍ବାହୀ ଅଧିକାରୀ ସୁରଞ୍ଜନ ସାହୁ, ସଦର ଉପଜିଲ୍ଲାପାଳ ତେଜସ୍ୱିନୀ ବେହେରା, ସିଡିଏମ୍ ଓ ପିଏଚ୍‌ଓ ଡା. ସୁରେଶ ଚନ୍ଦ୍ର ମହାନ୍ତି, ଲେଫ୍ରିପଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅତସୀ ପରିଡ଼ାଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଓ ବ୍ଲକସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Sundargarh, Sundargarh | Jul 6, 2026

ବାଇକ୍ ଚୋରକୁ ଧରି ନିର୍ଦ୍ଧୁମ ଛେଚିଲା ପରେ ପୋଲିସ ଙ୍କୁ ହସ୍ତାନ୍ତର କଲେ ଲୋକେ। ପୋଲିସ୍ ର ତଦନ୍ତ ଜାରି।

#Bhasma #MundaVillage #BikeTheft #BikeThiefCaught #Sundargarh #Rourkela #Rajgangpur #Jharsuguda #OdishaNews #BreakingNews #CrimeNews #Police #BhasmaPolice #ViralNews #SundargarhNews #RourkelaNews #RajgangpurNews #JharsugudaNews #WesternOdisha #OdiaNews #LatestNews #CrimeUpdate #NewsUpdate #BikeRecovery #PublicAction #OdishaPolice

ବାଇକ୍ ଚୋରକୁ ଧରି ନିର୍ଦ୍ଧୁମ ଛେଚିଲା ପରେ ପୋଲିସ ଙ୍କୁ ହସ୍ତାନ୍ତର କଲେ ଲୋକେ। ପୋଲିସ୍ ର ତଦନ୍ତ ଜାରି। #Bhasma #MundaVillage #BikeTheft #BikeThiefCaught #Sundargarh #Rourkela #Rajgangpur #Jharsuguda #OdishaNews #BreakingNews #CrimeNews #Police #BhasmaPolice #ViralNews #SundargarhNews #RourkelaNews #RajgangpurNews #JharsugudaNews #WesternOdisha #OdiaNews #LatestNews #CrimeUpdate #NewsUpdate #BikeRecovery #PublicAction #OdishaPolice

Sundargarh, Sundargarh | Jul 6, 2026