Public App Logo
Jansamasya
News
पुलिस
Bjp
National
Bihar
India
कांग्रेस
बीजेपी
Gujarat
भाजपा
Accident
Congress
Modi
Delhi
Viral
Jharkhand
Up
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर
Uttarpradesh
Haryana
मंत्री

ମାନବିକତାର ଉଦାହରଣ: ପ୍ରବଳ ବର୍ଷାରେ ନିଛାଟିଆ ରାସ୍ତାରେ ଅସହାୟ ବାବେ ବସି ଭିଜୁଥିବା ବୃଦ୍ଧାଙ୍କୁ ଉଦ୍ଧାର କରି ନିଜ ଗାଡ଼ିରେ ଥାନା ପହଞ୍ଚାଇଲେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ।#Jharsuguda #Laikera #Bagdihi #Rambadihi #Odisha #OdishaNews #JharsugudaNews #TankadharTripathy #Humanity #HumanityFirst #PublicService #GoodDeed #HelpingHands #HeavyRain #RainRescue #OdiaNews #BreakingNews #ViralNews #Sundargarh #Rourkela #Sambalpur #Bargarh #OdishaUpdates #NewsUpdate #SocialWork #PeopleFirst

MORE NEWS

ସୁନ୍ଦରଗଡ଼ରେ ବଜ୍ରାଘାତର ତାଣ୍ଡବ!
ଗଲା ୪ ମହିଳା କୃଷି ଶ୍ରମିକ ଙ୍କ ଜୀବନ| ୧୦ରୁ ଅଧିକ ଆହତ।

#Sundargarh #SundargarhDistrict #Jharsuguda #JharsugudaDistrict #Rajgangpur #Rourkela #Banai #Bonai #Koida #SundargarhNews #JharsugudaNews #RajgangpurNews #RourkelaNews #BonaiNews #KoidaNews #OdishaNews #OdishaNewsToday #BreakingNews #LightningStrike #Lightning #Thunderstorm #WeatherNews #AgricultureWorkers #BreakingOdisha #OdishaBreakingNews #SundargarhUpdatesLive

ସୁନ୍ଦରଗଡ଼ରେ ବଜ୍ରାଘାତର ତାଣ୍ଡବ! ଗଲା ୪ ମହିଳା କୃଷି ଶ୍ରମିକ ଙ୍କ ଜୀବନ| ୧୦ରୁ ଅଧିକ ଆହତ। #Sundargarh #SundargarhDistrict #Jharsuguda #JharsugudaDistrict #Rajgangpur #Rourkela #Banai #Bonai #Koida #SundargarhNews #JharsugudaNews #RajgangpurNews #RourkelaNews #BonaiNews #KoidaNews #OdishaNews #OdishaNewsToday #BreakingNews #LightningStrike #Lightning #Thunderstorm #WeatherNews #AgricultureWorkers #BreakingOdisha #OdishaBreakingNews #SundargarhUpdatesLive

Sundargarh, Sundargarh | Aug 12, 2026

ବଜ୍ରାଘାତରେ ୨ ମହିଳା କୃଷି ଶ୍ରମିକ ମୃତ, ୨୦ରୁ ଅଧିକ ଆହତଥିବା ସୂଚନା।ବିଲରେ ଧାନ ତଳି ରୋଉଥିବାବେଳେ ଅଘଟଣ; ଛତିଶଗଡ଼ରୁ ଆସିଥିଲେ ଶ୍ରମିକ।#Balisankara #Sundargarh #LightningStrike #Lightning #LightningDeath #BreakingNews #BreakingNewsOdisha #OdishaNews #SundargarhNews #OdishaBreakingNews #AgriculturalWorkers #FarmWorkers #LightningAccident #RainAndThunder #NewsUpdate #LatestNews #LocalNews #OdishaUpdates #SundargarhUpdatesLive

ବଜ୍ରାଘାତରେ ୨ ମହିଳା କୃଷି ଶ୍ରମିକ ମୃତ, ୨୦ରୁ ଅଧିକ ଆହତଥିବା ସୂଚନା।ବିଲରେ ଧାନ ତଳି ରୋଉଥିବାବେଳେ ଅଘଟଣ; ଛତିଶଗଡ଼ରୁ ଆସିଥିଲେ ଶ୍ରମିକ।#Balisankara #Sundargarh #LightningStrike #Lightning #LightningDeath #BreakingNews #BreakingNewsOdisha #OdishaNews #SundargarhNews #OdishaBreakingNews #AgriculturalWorkers #FarmWorkers #LightningAccident #RainAndThunder #NewsUpdate #LatestNews #LocalNews #OdishaUpdates #SundargarhUpdatesLive

Sundargarh, Sundargarh | Aug 11, 2026

🔥 ସବଡେଗା ନିକଟ ରଣପୁର ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା ପାଇପ୍ ବୋଝେଇ ଟ୍ରକ୍!

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ସବଡେଗା ନିକଟ ରଣପୁର ରାସ୍ତାରେ ଏକ ପାଇପ୍ ବୋଝେଇ ଟ୍ରକ୍‌ରେ ହଠାତ୍ ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ଟ୍ରକ୍‌ଟି ହୁତୁହୁତୁ ହୋଇ ଜଳିଯାଇଥିଲା।

ଅଗ୍ନିକାଣ୍ଡ ସମୟରେ ଟ୍ରକ୍‌ର ଚାଳକ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତିଯାଇଥିବା ଜଣାପଡ଼ିଛି। ଘଟଣା ପରେ ରାସ୍ତାରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ଅଗ୍ନିକାଣ୍ଡର ପ୍ରକୃତ କାରଣ ଏବଂ କ୍ଷୟକ୍ଷତି ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନାହିଁ।

#ସୁନ୍ଦରଗଡ଼ #ସବଡେଗା #ରଣପୁର #ଟ୍ରକ୍‌ରେଅଗ୍ନିକାଣ୍ଡ #TruckFire #BreakingNews #SundargarhNews #OdishaNews #FireAccident

🔥 ସବଡେଗା ନିକଟ ରଣପୁର ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା ପାଇପ୍ ବୋଝେଇ ଟ୍ରକ୍! ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ସବଡେଗା ନିକଟ ରଣପୁର ରାସ୍ତାରେ ଏକ ପାଇପ୍ ବୋଝେଇ ଟ୍ରକ୍‌ରେ ହଠାତ୍ ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ଟ୍ରକ୍‌ଟି ହୁତୁହୁତୁ ହୋଇ ଜଳିଯାଇଥିଲା। ଅଗ୍ନିକାଣ୍ଡ ସମୟରେ ଟ୍ରକ୍‌ର ଚାଳକ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତିଯାଇଥିବା ଜଣାପଡ଼ିଛି। ଘଟଣା ପରେ ରାସ୍ତାରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଏବଂ କ୍ଷୟକ୍ଷତି ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନାହିଁ। #ସୁନ୍ଦରଗଡ଼ #ସବଡେଗା #ରଣପୁର #ଟ୍ରକ୍‌ରେଅଗ୍ନିକାଣ୍ଡ #TruckFire #BreakingNews #SundargarhNews #OdishaNews #FireAccident

Sundargarh, Sundargarh | Aug 11, 2026