Public App Logo
Jansamasya
News
पुलिस
Bjp
National
Bihar
India
कांग्रेस
बीजेपी
Gujarat
भाजपा
Accident
Congress
Modi
Delhi
Viral
Jharkhand
Up
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर
Uttarpradesh
Haryana
Cricket
image
image
image

ଲେଫ୍ରିପଡ଼ା ବ୍ଲକରେ ଯୁଗ୍ମ ଜନଅଭିଯୋଗ ଶୁଣାଣି ଅନୁଷ୍ଠିତ, ୬୩ଟି ଅଭିଯୋଗର ଶୁଣାଣି। ସୁନ୍ଦରଗଡ଼, ୬/୭: ଲେଫ୍ରିପଡ଼ା ବ୍ଲକ କାର୍ଯ୍ୟାଳୟ ପରିସର ପଞ୍ଚାୟତ ସମିତି ସଭାକକ୍ଷରେ ଆଜି ଯୁଗ୍ମ ଜନଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଶୁଣାଣିରେ ଜିଲ୍ଲାପାଳ ଡା. ଶୁଭଙ୍କର ମହାପାତ୍ର ଓ ସୁନ୍ଦରଗଡ଼ ଆରକ୍ଷୀ ଅଧୀକ୍ଷକ ଅମ୍ରିତପାଲ କୌର ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗ ଶୁଣି ସମ୍ପୃକ୍ତ ବିଭାଗକୁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଆଜିର ଶୁଣାଣିରେ ମୋଟ ୬୩ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ୩୫ଟି ବ୍ୟକ୍ତିଗତ ଏବଂ ୨୮ଟି ସାମୂହିକ ଅଭିଯୋଗ ଥିଲା। ଏହି ଅଭିଯୋଗଗୁଡ଼ିକ ମଧ୍ୟରୁ ୧୨ ଅଭିଯୋଗ ର ତୁରନ୍ତ ସମାଧାନ କରାଯାଇଥିବା ବେଳେ ଅନ୍ୟ ଅଭିଯୋଗଗୁଡ଼ିକର ଶୀଘ୍ର ସମାଧାନ ପାଇଁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା। ସେହିପରି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଆର୍ଥିକ ସହାୟତା ପାଇଁ ୧୨ ଜଣ ଆବେଦନ କରିଥିଲେ। ଶୁଣାଣିରେ ମୁଖ୍ୟତଃ ରାସ୍ତାଘାଟ ସମସ୍ୟା, ବାର୍ଦ୍ଧକ୍ୟ ଓ ଅନ୍ୟାନ୍ୟ ପେନସନ, ବିଦ୍ୟୁତ୍ ସେବା, ରାସନ କାର୍ଡ, ପାନୀୟ ଜଳ ଯୋଗାଣ ସମ୍ପର୍କିତ ବିଭିନ୍ନ ଅଭିଯୋଗ ଉଠିଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦର ନିର୍ବାହୀ ଅଧିକାରୀ ସୁରଞ୍ଜନ ସାହୁ, ସଦର ଉପଜିଲ୍ଲାପାଳ ତେଜସ୍ୱିନୀ ବେହେରା, ସିଡିଏମ୍ ଓ ପିଏଚ୍‌ଓ ଡା. ସୁରେଶ ଚନ୍ଦ୍ର ମହାନ୍ତି, ଲେଫ୍ରିପଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅତସୀ ପରିଡ଼ାଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଓ ବ୍ଲକସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

MORE NEWS

ବଜ୍ରାଘାତରେ ୨ ମହିଳା କୃଷି ଶ୍ରମିକ ମୃତ, ୨୦ରୁ ଅଧିକ ଆହତଥିବା ସୂଚନା।ବିଲରେ ଧାନ ତଳି ରୋଉଥିବାବେଳେ ଅଘଟଣ; ଛତିଶଗଡ଼ରୁ ଆସିଥିଲେ ଶ୍ରମିକ।#Balisankara #Sundargarh #LightningStrike #Lightning #LightningDeath #BreakingNews #BreakingNewsOdisha #OdishaNews #SundargarhNews #OdishaBreakingNews #AgriculturalWorkers #FarmWorkers #LightningAccident #RainAndThunder #NewsUpdate #LatestNews #LocalNews #OdishaUpdates #SundargarhUpdatesLive

ବଜ୍ରାଘାତରେ ୨ ମହିଳା କୃଷି ଶ୍ରମିକ ମୃତ, ୨୦ରୁ ଅଧିକ ଆହତଥିବା ସୂଚନା।ବିଲରେ ଧାନ ତଳି ରୋଉଥିବାବେଳେ ଅଘଟଣ; ଛତିଶଗଡ଼ରୁ ଆସିଥିଲେ ଶ୍ରମିକ।#Balisankara #Sundargarh #LightningStrike #Lightning #LightningDeath #BreakingNews #BreakingNewsOdisha #OdishaNews #SundargarhNews #OdishaBreakingNews #AgriculturalWorkers #FarmWorkers #LightningAccident #RainAndThunder #NewsUpdate #LatestNews #LocalNews #OdishaUpdates #SundargarhUpdatesLive

Sundargarh, Sundargarh | Aug 11, 2026

🔥 ସବଡେଗା ନିକଟ ରଣପୁର ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା ପାଇପ୍ ବୋଝେଇ ଟ୍ରକ୍!

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ସବଡେଗା ନିକଟ ରଣପୁର ରାସ୍ତାରେ ଏକ ପାଇପ୍ ବୋଝେଇ ଟ୍ରକ୍‌ରେ ହଠାତ୍ ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ଟ୍ରକ୍‌ଟି ହୁତୁହୁତୁ ହୋଇ ଜଳିଯାଇଥିଲା।

ଅଗ୍ନିକାଣ୍ଡ ସମୟରେ ଟ୍ରକ୍‌ର ଚାଳକ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତିଯାଇଥିବା ଜଣାପଡ଼ିଛି। ଘଟଣା ପରେ ରାସ୍ତାରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ଅଗ୍ନିକାଣ୍ଡର ପ୍ରକୃତ କାରଣ ଏବଂ କ୍ଷୟକ୍ଷତି ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନାହିଁ।

#ସୁନ୍ଦରଗଡ଼ #ସବଡେଗା #ରଣପୁର #ଟ୍ରକ୍‌ରେଅଗ୍ନିକାଣ୍ଡ #TruckFire #BreakingNews #SundargarhNews #OdishaNews #FireAccident

🔥 ସବଡେଗା ନିକଟ ରଣପୁର ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା ପାଇପ୍ ବୋଝେଇ ଟ୍ରକ୍! ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ସବଡେଗା ନିକଟ ରଣପୁର ରାସ୍ତାରେ ଏକ ପାଇପ୍ ବୋଝେଇ ଟ୍ରକ୍‌ରେ ହଠାତ୍ ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ଟ୍ରକ୍‌ଟି ହୁତୁହୁତୁ ହୋଇ ଜଳିଯାଇଥିଲା। ଅଗ୍ନିକାଣ୍ଡ ସମୟରେ ଟ୍ରକ୍‌ର ଚାଳକ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତିଯାଇଥିବା ଜଣାପଡ଼ିଛି। ଘଟଣା ପରେ ରାସ୍ତାରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଏବଂ କ୍ଷୟକ୍ଷତି ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନାହିଁ। #ସୁନ୍ଦରଗଡ଼ #ସବଡେଗା #ରଣପୁର #ଟ୍ରକ୍‌ରେଅଗ୍ନିକାଣ୍ଡ #TruckFire #BreakingNews #SundargarhNews #OdishaNews #FireAccident

Sundargarh, Sundargarh | Aug 11, 2026

ଘର ତାଲା ଭାଙ୍ଗି ବଡ଼ଧରଣର ଚୋରି!
ଲକ୍ଷାଧିକ ଟଙ୍କାର ସୁନାଗହଣା ସହ ଲକ୍ଷାଧିକ ନଗଦ ଟଙ୍କା ଲୁଟ୍।

#ସୁନ୍ଦରଗଡ଼ #ପ୍ରଧାନପାଟ #ଚୋରି #ସୁନାଗହଣାଚୋରି #CrimeNews #SundargarhNews #OdishaNews #BreakingNews #SundargarhUpdates #PoliceInvestigation #TheftNews #OdishaCrime #LatestNews

ଘର ତାଲା ଭାଙ୍ଗି ବଡ଼ଧରଣର ଚୋରି! ଲକ୍ଷାଧିକ ଟଙ୍କାର ସୁନାଗହଣା ସହ ଲକ୍ଷାଧିକ ନଗଦ ଟଙ୍କା ଲୁଟ୍। #ସୁନ୍ଦରଗଡ଼ #ପ୍ରଧାନପାଟ #ଚୋରି #ସୁନାଗହଣାଚୋରି #CrimeNews #SundargarhNews #OdishaNews #BreakingNews #SundargarhUpdates #PoliceInvestigation #TheftNews #OdishaCrime #LatestNews

Sundargarh, Sundargarh | Aug 11, 2026

ଲେଫ୍ରିପଡ଼ା ବ୍ଲକରେ ଯୁଗ୍ମ ଜନଅଭିଯୋଗ ଶୁଣାଣି ଅନୁଷ୍ଠିତ, ୬୩ଟି ଅଭିଯୋଗର ଶୁଣାଣି। ସୁନ୍ଦରଗଡ଼, ୬/୭: ଲେଫ୍ରିପଡ଼ା ବ୍ଲକ କାର୍ଯ୍ୟାଳୟ ପରିସର ପଞ୍ଚାୟତ ସମିତି ସଭାକକ୍ଷରେ ଆଜି ଯୁଗ୍ମ ଜନଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଶୁଣାଣିରେ ଜିଲ୍ଲାପାଳ ଡା. ଶୁଭଙ୍କର ମହାପାତ୍ର ଓ ସୁନ୍ଦରଗଡ଼ ଆରକ୍ଷୀ ଅଧୀକ୍ଷକ ଅମ୍ରିତପାଲ କୌର ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗ ଶୁଣି ସମ୍ପୃକ୍ତ ବିଭାଗକୁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଆଜିର ଶୁଣାଣିରେ ମୋଟ ୬୩ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ୩୫ଟି ବ୍ୟକ୍ତିଗତ ଏବଂ ୨୮ଟି ସାମୂହିକ ଅଭିଯୋଗ ଥିଲା। ଏହି ଅଭିଯୋଗଗୁଡ଼ିକ ମଧ୍ୟରୁ ୧୨ ଅଭିଯୋଗ ର ତୁରନ୍ତ ସମାଧାନ କରାଯାଇଥିବା ବେଳେ ଅନ୍ୟ ଅଭିଯୋଗଗୁଡ଼ିକର ଶୀଘ୍ର ସମାଧାନ ପାଇଁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା। ସେହିପରି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଆର୍ଥିକ ସହାୟତା ପାଇଁ ୧୨ ଜଣ ଆବେଦନ କରିଥିଲେ। ଶୁଣାଣିରେ ମୁଖ୍ୟତଃ ରାସ୍ତାଘାଟ ସମସ୍ୟା, ବାର୍ଦ୍ଧକ୍ୟ ଓ ଅନ୍ୟାନ୍ୟ ପେନସନ, ବିଦ୍ୟୁତ୍ ସେବା, ରାସନ କାର୍ଡ, ପାନୀୟ ଜଳ ଯୋଗାଣ ସମ୍ପର୍କିତ ବିଭିନ୍ନ ଅଭିଯୋଗ ଉଠିଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦର ନିର୍ବାହୀ ଅଧିକାରୀ ସୁରଞ୍ଜନ ସାହୁ, ସଦର ଉପଜିଲ୍ଲାପାଳ ତେଜସ୍ୱିନୀ ବେହେରା, ସିଡିଏମ୍ ଓ ପିଏଚ୍‌ଓ ଡା. ସୁରେଶ ଚନ୍ଦ୍ର ମହାନ୍ତି, ଲେଫ୍ରିପଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅତସୀ ପରିଡ଼ାଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଓ ବ୍ଲକସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। - Sundargarh News