#ମେଳାରେ_ଏକାଧିକ_ଦୋକାନ_ରେ_ଲାଗିଲା_ନିଆଁ କାଳିପୂଜା ମେଳା ବସିଥିବା ବେଳେ ଇଲେକ୍ଟ୍ରିସଟ୍ସର୍କିଟ ରୁ ନିଆଁ ଲାଗିଥିବା ଅନୁମାନ। ଭୋଗରାଇ ଲକ୍ ନିକଟରେ କାଳି ପୂଜାରେ ରେ ବସିଥିଲା ମେଳା । ରାତ୍ରୀରେ ଅଚାନକ ଗୋଟିଏ ଦୋକାନ ରୁ ଆଉ ଗୋଟିଏ ଦୋକାନ କୁ ବ୍ୟାପି ଥିଲା ନିଆଁ। ୧୦ ରୁ ଅଧିକ ଅସ୍ଥାୟୀ ଦୋକାନ ପୁଣି ପାଉଁଶ। ଲକ୍ଷାଧିକ ଟଙ୍କାର ସାମଗ୍ରୀ ଭଷ୍ମିଭୂତ। Surajtv #fire #bhogarai #balasore