କଳାହାଣ୍ଡି: କୋକସରା ଚିଲିଗୁଡ଼ାରେ ମାଁ ମଙ୍ଗଳାଙ୍କ ଛତର ଯାତ୍ରା, ପ୍ରତିକ୍ରିୟା ରଖିଲେ ସମିତି ଉପାଧ୍ୟକ୍ଷ
Kalahandi, Kalahandi | Oct 20, 2026
କୋକସରା ଚିଲିଗୁଡ଼ା ଠାରେ ମାଁ ମଙ୍ଗଳାଙ୍କ ଛତର ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କୋକସରା ସମିତି ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଯାତ୍ରା ସମ୍ପର୍କରେ ନିଜର ମତ ରଖିଛନ୍ତି।