ବାଲେଶ୍ଵର ଗୋପାଳଗାଁରେ ବ୍ରାଉନ ସୁଗାର ଜବତ, ଦମ୍ପତି ଅଟକ
Baleshwar, Balasore | Nov 17, 2026
ବାଲେଶ୍ଵର ଗୋପାଳଗାଁରେ ଟାଉନ ଥାନା ପୋଲିସର ଚଢ଼ାଉ। ବିପୁଳ ପରିମାଣର ବ୍ରାଉନ ସୁଗାର ଜବତ। ଏହି ଘଟଣାରେ ସେକ ଅଜଗର ଓ ତାଙ୍କ ପତ୍ନୀଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ। ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି।