#ଦୁର୍ବୃତ୍ତଙ୍କ_ଛୁରା_ମାଡ଼ରେ_ଯୁବକଙ୍କ_ମୃତ୍ୟୁ
ଜୟପୁରରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ,ଛୁରା ମାଡ କଲେ ଦୁର୍ବୃତ୍ତ। ଚିକିତ୍ସାଧିନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ । ମୃତ ଯୁବକ ଜଣଙ୍କ ହେଲେ କେବିଡି ଗାଁର କିଷାନ କୁଳଦୀପ । ପୋଲିସର ଛାନଭିନ ଆରମ୍ଭ । ଅଭିଯୁକ୍ତ ଫେରାର । #Jeypore #National24
Khordha, Khordha | Aug 21, 2026