ଜୁନାଗଡ: କଲମପୁରରେ ଆରମ୍ଭ ହେଲା ଟିଚର୍ସ ପ୍ରିମିୟମ ଲିଗ୍ ସିଜନ୍-3
କଲମପୁର ମିନି ଷ୍ଟାଡିୟମରେ ଟିଚର୍ସ ପ୍ରିମିୟମ ଲିଗ୍ର ତୃତୀୟ ସଂସ୍କରଣ ଉଦ୍ଘାଟିତ ହୋଇଛି। ଶିକ୍ଷକଙ୍କ ମଧ୍ୟରେ ଭାଇଚାରା ଓ ଏକତା ବୃଦ୍ଧି ଲକ୍ଷ୍ୟରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ ବ୍ଳାଷ୍ଟର ଏକାଦଶ ମୀନଗୁର ବିଜୟୀ ହୋଇଛି।