Public App Logo
Jansamasya
News
Bjp
National
Police
Bihar
India
कांग्रेस
बीजेपी
Gujarat
Accident
Congress
Modi
Delhi
Viral
मारपीट
Jharkhand
Breakingnews
Narendramodi
Nitishkumar
Madhya_pradesh
Nsui
Pmmodi
Rahulgandhi
Uttarpradesh
Haryana
Cricket
Lucknow
Uttarakhand
Crimenews
No video available

ବାଙ୍କୀ: କଳାପଥର ମେଡିକାଲ ଆଗରେ ପୁଅ କୁ ହାଣିଲା ବାପା, ବାପା କୁ ଗିରଫ କରି ବୈଦେଶ୍ୱର ପୋଲିସ ପକ୍ଷରୁ ଥାନା ରେ ସାମ୍ବାଦିକ ସମ୍ମିଳନୀ

Banki, Cuttack | Apr 13, 2025
ଗତକାଲି ବାଙ୍କୀ କଳା ପଥର ମେଡିକାଲ ନିକଟରେ ବାପର କଟୁରି ଚୋଟ ରେ ଝିଅ ଆହତ ହୋଇଥିଲେ। ଆଜି ଅପରାହ୍ନ ରେ ବାପା ଗିରଫ। ପୋଲିସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ। ଏନେଇ ମାଆ ବୈଦେଶ୍ୱର ଥାନା ରେ ଏତେଲା ଦେଇଛନ୍ତି। ପାରିବାରିକ ଗଣ୍ଡଗୋଳ ପାଇଁ ଏପରି ହୋଇଥିବା ପୋଲିସ ସୂଚନା ଦେଇଛି। କାଲି ଠୁଁ ଆହତ ଝିଅ ର ବାପା ଥାନା ଅନ୍ତର୍ଗତ ପୁରୁଣାପାଣି ଗାଁର ବାଙ୍କନିଧି ପଣ୍ଡା ଫେରାର ଥିଲା। ଆଜି ପୋଲିସ ଅପରାହ୍ନ ରେ ଗିରଫ କରିଛି।

MORE NEWS