Public App Logo
Jansamasya
News
Maharashtra
Bjp
National
Police
Bihar
India
Coronavirus
कांग्रेस
मौत
Congress
Modi
Delhi
Viral
Rajasthan
मध्यप्रदेश
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Rahulgandhi
Uttarpradesh
Haryana
Uttarakhand
Crimenews
Karnataka
No video available

ବାଙ୍କୀ: କନ୍ତପହଁରା ପଞ୍ଚାୟତ କୃଷ୍ଣପୁର ନିକଟରେ ବିଜେପିର ମିଶ୍ରଣ ପର୍ବ ଓ କର୍ମୀ ସମ୍ମିଳନୀ ଅନୁଷ୍ଠିତ

Banki, Cuttack | Apr 20, 2025
ଅପରାହ୍ନ ରେ ବାଙ୍କୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କନ୍ତପହଁରା ପଂଚାୟତ ଅନ୍ତର୍ଗତ କୃଷ୍ଣପୁର ଗାଁରେ ବିଜେପି ର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ଵ ଅନୁଷ୍ଠିତ। ବିଜେପି ନେତା ତୁଷାରକାନ୍ତ ଚକ୍ରବତ୍ତୀ ଙ୍କର ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଜେଡି ଓ କଂଗ୍ରେସ ରୁ ୫୦ ରୁ ଉର୍ଦ୍ଧ୍ବ କର୍ମୀ ସାମିଲ ହୋଇଛନ୍ତି।