ଗୁଣୁପୁର: ଗୁଣପୁର: ଆଦର୍ଶ ଆଶା ଦିଦି ପ୍ରଭାବତୀ ନାଗବଂଶଙ୍କ ଦ୍ଵାଦଶ କାର୍ଯ୍ୟକ୍ରମରେ ଶ୍ରଦ୍ଧାଞ୍ଜଳି
ଗୁଣପୁର ଗାନ୍ଧୀ ନଗରର ଆଦର୍ଶ ଆଶା ଦିଦି ତଥା ସେବିକା ପ୍ରଭାବତୀ ନାଗବଂଶଙ୍କ ଦେହାନ୍ତର ଦ୍ଵାଦଶ ଦିବସ ଅବସରରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ସ୍ଥାନୀୟ ବାସିନ୍ଦା ଓ ଶୁଭେଚ୍ଛୁମାନେ ତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।