Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ଆନନ୍ଦପୁର: କରଗୋଳା ଗାଁରେ ନିଆଁରେ ପୋଡିହୋଇ ମହିଳା ଗୁରୁତର

Anandapur, Kendujhar | Dec 6, 2025
ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା କରଗୋଳା ଗାଁ ରେ ଘଟିଯାଇଛି ଅଘଟଣ ।  ଗାଁର ଚନ୍ଦ୍ରମଣୀ ପତିଙ୍କ ସ୍ତ୍ରୀ ରାଜଶ୍ରୀ ପତି ଅତ୍ଯଧିକ ଥଣ୍ଡାରୁ ରକ୍ଷା ପାଇବା ପାଈଁ ଆଜି ସକାଳୁ ଚୁଲିଜାଳି ନିଆଁପୁଇଁ ହେଉଥିଲେ।  ଅସାବଧାନତା କାରାଣରୁ ପିନ୍ଧିଥିବା ଶାଢୀରେ ନିଆଁ ଲାଗିଯିବାରୁ ପୋଡିହୋଇ ଗୁରୁତର ହୋଇଥିଲେ।  ଆମ୍ବୁଲାନ୍ସ ସାହାଯ୍ଯରେ ପ୍ରଥମେ  ଆନନ୍ଦପୁର ଡାକ୍ତରଖାନା ଓ ପରେ  ଦିନ ଗୋଟାଏ ବେଳେ କଟକ ବଡ ଡାକ୍ତରଖାନା  ସ୍ଥାନାନ୍ତର କରାଯାଇଛି।

MORE NEWS