Public App Logo
କୋରାପୁଟ ସହର: କୋରାପୁଟ ସରକାରି ଉଚ୍ଚ ବିଦ୍ୟାଳୟରେ ଆସନ୍ତାକାଲି ଠାରୁ 325 ମାଟ୍ରିକ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ସୂଚନା ଦେଇଛନ୍ତି ପ୍ରଧାନ ଶିକ୍ଷକ - Koraput Town News