ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଆସନ୍ତା 11 ତାରିଖରେ ରାହୁଲ ଗାନ୍ଧୀଙ୍କ ଗସ୍ତକୁ ନେଇ କଂଗ୍ରେସ ଭବନରେ ପ୍ରତିକ୍ରିୟା ରଖିଲେ ସୋସିଆଲ ମିଡ଼ିଆ ଚେୟାରମ୍ୟାନ ସନ୍ତୋଷ ପ୍ରଧାନ
ଆସନ୍ତା 11 ତାରିଖ ରେ ଓଡିଶା ଆସୁଛନ୍ତି ରାହୁଲ ଗାନ୍ଧୀ। ସମ୍ବିଧାନ ବଞ୍ଚାଓ ଅଭିଯାନ ନେଇ ଆସିବେ ରାହୁଲ। ଏନେଇ ପ୍ରଦେଶ କଂଗ୍ରେସ ବ୍ୟାପକ ଵେବସ୍ତା କରୁଛି। ଭକ୍ତ ନେତୃତ୍ୱ ରେ ଚାଲିଛି ରାହୁଲ ଙ୍କ ସ୍ୱାଗତ ପ୍ଲାନ। କଂଗ୍ରେସ ବରିଷ୍ଠ ନେତା କୁ ମିଳୁଛି ଗୁରୁ ଦାୟିତ୍ୱ। କଂଗ୍ରେସ ଟିମ ପ୍ରସ୍ତୁତ ହେଉଥିବା ବେଳେ ୱାର ଟିମ ଗଠନ ସରିଛି। ଏହାରି ଭିତରେ ଆଜି କଂଗ୍ରେସ ରେ ସୋସିଆଲ ମିଡ଼ିଆ ର ପ୍ରସୂତି ବୈଠକ କରାଯାଇ ରାହୁଲ ଙ୍କ ପ୍ରଚାର ପ୍ରସାର କୁ ଗୁରୁତ୍ୱ ଦିଆଯାଇଛି।