Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Madhyapradesh
Pmmodi
Rahulgandhi

କେନ୍ଦୁଝର ସହର: ମଛାଳ ଠାରେ ଆୟୋଜିତ ଅମୃତ ସରୋବର ସୌନ୍ଦର୍ଯ୍ୟକରଣ ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଟିତ

ମଛାଳ ଠାରେ ଆୟୋଜିତ ଅମୃତ ସରୋବର ସୌନ୍ଦର୍ଯ୍ୟକରଣ ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ରେ ଆଜି ମାନ୍ୟବର ଜିଲ୍ଲା ସଭାପତି ଶୁକଦେବ ମହାନ୍ତ ଙ୍କ ସହିତ ମୁଖ୍ୟ ଅତିଥି ଭାବରେ ଯୋଗଦେବାର ସୁଯୋଗ ମିଳିଲା। ଅମୃତ ସରୋବର ଯୋଜନା ଜିଲ୍ଲାର ଜଳ ସମ୍ପଦ ସୁରକ୍ଷା, ପରିବେଶ ଉନ୍ନତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବ ବୋଲି ଦୃଢ଼ ଆଶା।

MORE NEWS

#ବନ୍ୟାଞ୍ଚଳ_ପରିଦର୍ଶନ_କଲେ_ମୁଖ୍ୟମନ୍ତ୍ରୀ 
ଭଦ୍ରକ ଜିଲ୍ଲା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ତିହିଡି ବ୍ଲକ୍‌ ଅନ୍ତର୍ଗତ ବୋଡ଼କ ଓରାଳି ଠାରେ ପହଞ୍ଚି ସେଠାରୁ ଓଡାଫ ଟିମ୍ ସହିତ ଶ୍ୟାମସୁନ୍ଦରପୁର ପଞ୍ଚାୟତର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। 
#pabitranewsodisha #MohanCharanMajhi #OdishaNews #CMOdisha #Bhadrak

#ବନ୍ୟାଞ୍ଚଳ_ପରିଦର୍ଶନ_କଲେ_ମୁଖ୍ୟମନ୍ତ୍ରୀ ଭଦ୍ରକ ଜିଲ୍ଲା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ତିହିଡି ବ୍ଲକ୍‌ ଅନ୍ତର୍ଗତ ବୋଡ଼କ ଓରାଳି ଠାରେ ପହଞ୍ଚି ସେଠାରୁ ଓଡାଫ ଟିମ୍ ସହିତ ଶ୍ୟାମସୁନ୍ଦରପୁର ପଞ୍ଚାୟତର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। #pabitranewsodisha #MohanCharanMajhi #OdishaNews #CMOdisha #Bhadrak

Kendujhar Town, Kendujhar | Aug 18, 2026

ଭଦ୍ରକରେ ଲଗାଣ ବର୍ଷା ଓ ବନ୍ୟା ସ୍ଥିତି ପରେ ଗ୍ରାଉଣ୍ଡ ଜିରୋରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । 
#Odishanews #cmodisha #Mohancharanmajhi #pabitranewsodisha

ଭଦ୍ରକରେ ଲଗାଣ ବର୍ଷା ଓ ବନ୍ୟା ସ୍ଥିତି ପରେ ଗ୍ରାଉଣ୍ଡ ଜିରୋରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । #Odishanews #cmodisha #Mohancharanmajhi #pabitranewsodisha

Kendujhar Town, Kendujhar | Aug 18, 2026

#ବର୍ଷାରେ_ଭୁଶୁଡ଼ିଲା_ଘର
#ଅଳ୍ପକେ_ବର୍ତ୍ତିଲା_ପରିବାର
କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଖିରେଇଟାଙ୍ଗିରି ଗ୍ରାମରେ ଲଗାଣ ବର୍ଷା ଯୋଗୁଁ ଏକ ମାଟିଘର ଭୁଶୁଡ଼ି ପଡ଼ିଛି। ଗ୍ରାମର ପୁରୁଷୋତ୍ତମ ମହାନ୍ତଙ୍କ ବାସଗୃହର ମାଟି କାନ୍ଥ ଭାଙ୍ଗି ପଡ଼ିବା ସହ ଘରର ଛାଉଣୀ ଓ ଘରୋଇ ସାମଗ୍ରୀ କ୍ଷତିଗ୍ରସ୍ତ ହୋଇଛି।
#Latastnews #Patna #keonjhar #Pabitranewsodisha #odishanews #odianews

#ବର୍ଷାରେ_ଭୁଶୁଡ଼ିଲା_ଘର #ଅଳ୍ପକେ_ବର୍ତ୍ତିଲା_ପରିବାର କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଖିରେଇଟାଙ୍ଗିରି ଗ୍ରାମରେ ଲଗାଣ ବର୍ଷା ଯୋଗୁଁ ଏକ ମାଟିଘର ଭୁଶୁଡ଼ି ପଡ଼ିଛି। ଗ୍ରାମର ପୁରୁଷୋତ୍ତମ ମହାନ୍ତଙ୍କ ବାସଗୃହର ମାଟି କାନ୍ଥ ଭାଙ୍ଗି ପଡ଼ିବା ସହ ଘରର ଛାଉଣୀ ଓ ଘରୋଇ ସାମଗ୍ରୀ କ୍ଷତିଗ୍ରସ୍ତ ହୋଇଛି। #Latastnews #Patna #keonjhar #Pabitranewsodisha #odishanews #odianews

Kendujhar Town, Kendujhar | Aug 17, 2026

କେନ୍ଦୁଝର ସହର: ମଛାଳ ଠାରେ ଆୟୋଜିତ ଅମୃତ ସରୋବର ସୌନ୍ଦର୍ଯ୍ୟକରଣ ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଟିତ - Kendujhar Town News